ଭେଟେରାନ ଗାୟିକ ଆଶା ଭୋସଲେଙ୍କ ଫଟୋ ବାୟୋଗ୍ରାଫି ଉନ୍ମୋଚନ କଲେ ଅମିତ ଶାହ
ମୁମ୍ବାଇ: ଆଜି ମୁମ୍ବାଇରେ ଭେଟେରାନ ଗାୟିକ ଆଶା ଭୋସଲେଙ୍କୁ ଭେଟିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଏହି ସମୟ ମଧ୍ୟରେ ଉଭୟଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଆଶା ଭୋସଲେ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୈଠକରେ ଗୋଟେ ରାଉଣ୍ଡ ସଙ୍ଗୀତ ପରିବେଷଣ ହୋଇଥିଲା । ଆଶା ଗୃହମନ୍ତ୍ରୀ…