ଦିଲ୍ଲୀ ସେବା ବିଲକୁ ସମର୍ଥନ କରିବା ଅର୍ଥ ନୁହେଁ, ବିଜେପି ସହ ମେଣ୍ଟ ହେବ: ବିଜେଡି ସାଂସଦ
ଭୁବନେଶ୍ୱର: ରାଜ୍ୟସଭାରେ ଦିଲ୍ଲୀ ସର୍ଭିସ ବିଲ୍କୁ ସମର୍ଥନ କରିଛି ଓଡ଼ିଶାର ଶାସକ ବିଜୁ ଜନତା ଦଳ (ବିଜେଡି)। ଦଳ କହିଛି ଯେ ଏହି ବିଲ୍କୁ ସମର୍ଥନ କରିବା ଅର୍ଥ ବିଜେପି ସହ ମେଣ୍ଟ କରିବା ବୋଲି କହିବା ଉଚିତ ନୁହେଁ।
ରାଜ୍ୟସଭାରେ ଏହି ବିଲ୍କୁ ସମର୍ଥନ କରି ବିଜେଡିର ରାଜ୍ୟସଭା ସଦସ୍ୟ…