ଦିନ ଦ୍ୱିପ୍ରହରରେ ମହିଳାଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ!
ହାଇଦ୍ରାବାଦ: ତେଲେଙ୍ଗାନା ହାଇଦ୍ରାବାଦରେ ଚାଞ୍ଚଲ୍ୟ । ଦିନ ଦ୍ୱିପ୍ରହରରେ ମହିଳାଙ୍କୁ ଜିଅନ୍ତା ଜାଳିଦେଲେ । ତେଲେଙ୍ଗାନାର ମୋଇନାବାଦର ରାସ୍ତାରୁ ମହିଳାଙ୍କୁ ଦଗ୍ଧ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ ତଦନ୍ତ ଜାରି ରଖିଛି ପୋଲିସ ।
ପୋଲିସର ସୂଚନା…