Latest Odisha News

BREAKING NEWS

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସଇଁତଳାରେ ଅଟକିଲା ଇସ୍ପାତ ଏକ୍ସପ୍ରେସ୍‌

ବଲାଙ୍ଗିର: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦେଢ଼ ଘଣ୍ଟା ହେଲା ଅଟକି ରହିଛି ଇସ୍ପାତ ଏକ୍ସପ୍ରେସ୍। ବଲାଙ୍ଗିର ଜିଲ୍ଲା ସଇଁତଳା ଷ୍ଟେସନରେ ୫.୪୫ ମିନିଟରେ ଟ୍ରେନ ପହଞ୍ଚିବା ପରେ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏକ୍ସପ୍ରେସଟି ଟିଲାଗଡ଼ରୁ ହାୱାଡ଼ା ଅଭିମୁଖେ ବାହାରିଥିଲା। କିନ୍ତୁ…

ଭାଷା ଭାଗବତ : ପକ୍ଷୀଂକର ଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପକ୍ଷୀର ଭାଷା ଆନୁଗତ୍ୟ ହୁଏନି କେବେ ବିଚଳିତ କେକା, କୁହୁ ଆଉ କାକଳି କେବେ ନ ଯାଆଂତି ବଦଳି ପକ୍ଷୀ ତ ବିଶ୍ବ-ପର୍ଯଟକ ସବୁଠି ରଖେ ଭାଷା ଟେକ ଚିଁଚାଁ, କାଆକାଆ ଓ କୁହୁ ଯାହା ଯେମିତି ହୋଇଥାଉ ସବୁଠି ଚଳାଇ ତା ଭାଷା…

ଓଡ଼ିଶା ଆସିବ ଗ୍ଲୋବାଲ କମ୍ପାନୀ ସିନପସିସ୍‌, ୩୦୦ ଚିପ୍ ଡିଜାଇ ଇଞ୍ଜିନିୟରଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟ ସରକାର ସେମିକଣ୍ଡକ୍ଟର ଡିଜାଇନ କ୍ଷେତ୍ରକୁ ପ୍ରୋତ୍ସାହିତ କରିଆସୁଛନ୍ତି। ବର୍ତ୍ତମାନ ଏହି କ୍ଷେତ୍ରରେ ଆଉ ଏକ ସଫଳତା ଯୋଡି ହେବାକୁ ଯାଉଛି। ଇଲେକ୍ଟ୍ରୋନିକ୍ସ ଡିଜାଇନ ଏବଂ ଅଟୋମେସନ(ଇଡିଏ) କ୍ଷେତ୍ରରେ ଗ୍ଲୋବାଲ ଲିଡର ସିନପସିସ୍ ଭୁବନେଶ୍ୱରରେ ଏହାର ଡିଜାଇନ ସେଣ୍ଟର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମହାପ୍ରସାଦର ଉତ୍ପତ୍ତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦ ମାହାତ୍ମ୍ୟ ବର୍ଣ୍ଣନାରେ ଥିବା କିଛି ତର୍କ ଆହ୍ୱାନକାରୀ ବିଷୟ ଆଲୋଚନା ପରେ ଆଜି ଏହି ମହାପ୍ରସାଦର ଉତ୍ପତ୍ତି ସମୟ ବିଭିନ୍ନ ପୁରାଣ ବର୍ଣ୍ଣନା…

ଜିଇଏମ୍ ସମ୍ମିଳନୀ ଆୟୋଜିତ: ସରକାରୀ କ୍ରୟ ପ୍ରକ୍ରିୟାରେ ଓଡ଼ିଶାର ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କୁ ପ୍ରୋତ୍ସାହନ

ଭୁବନେଶ୍ୱର: ସରକାରୀ ସେବା ଓ ସାମଗ୍ରୀ କ୍ରୟ ପ୍ରକ୍ରିୟାରେ ଓଡ଼ିଶାରେ କାରବାର କରୁଥିବା ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଆରମ୍ଭ ହୋଇଛି। ଏହି କ୍ରମରେ ୨୯ ଜୁଲାଇରେ ଭୁବନେଶ୍ୱରଠାରେ ସରକାରୀ ଇ- ମାର୍କେଟପ୍ଲେସ୍‌ ବା ଜିଇଏମ ସମ୍ମିଳନୀ…

ବିଶ୍ବକପ ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆରେ ଭାରତର ଲଜ୍ଜାଜନକ ପରାଜୟ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଦଳ ୬ ୱିକେଟରେ ପରାଜୟର ସମ୍ମୁଖୀନ ହୋଇଛି। ଭାରତୀୟ ଦଳର ବୋଲର ଏବଂ ବ୍ୟାଟରମାନେ ମ୍ୟାଚ୍‌ରେ ଖରାପ ପ୍ରଦର୍ଶନ କରିଛନ୍ତି। ଏହି ମ୍ୟାଚ୍‌ରେ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ନିଜକୁ ଏବଂ ବିରାଟ କୋହଲିଙ୍କୁ ବିଶ୍ରାମ…

ତାଜିଆ ଶୋଭାଯାତ୍ରା ବେଳେ କରେଣ୍ଟ ଲାଗି ୪ ମୃତ, ୧୦ ଆହାତ

ରାଞ୍ଚି: ଶନିବାର ପବିତ୍ର ମହରମରେ ଘଟିଛି ବଡ଼ ଧରଣର ଅଘଟଣ। ଝାଡଖଣ୍ଡର ବୋକାରୋ ଅଞ୍ଚଳରେ ମହରମ ପାଳନ ବେଳେ ତାଜିଆ ଶୋଭାଯାତ୍ରା ବାହାରିଥିଲା। ଏହି ଶୋଭାଯାତ୍ରା ବେଳେ ହାଇ ଭୋଲଟେଜ୍ ତାର ଲାଗି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହାତ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ଏଠାରେ…

ଇସ୍ରୋର ବଡ଼ ସଫଳତା, ଛଅ ସହଯାତ୍ରୀ ଉପଗ୍ରହ ସହିତ ମହାକାଶକୁ ଗଲା PSLV-C56

ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଆଉ ଏକ ବଡ଼ ସଫଳତା ହାସଲ କରିଛି। ଇସ୍ରୋର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟର ସାରରୁ ଇସ୍ରୋ ଆଜି ସକାଳ 6ଟା 30ରେ 6ଟି ସହ-ଯାତ୍ରୀ ଉପଗ୍ରହ ସହିତ PSLV-C56 ଉତକ୍ଷେପଣ କରିଛି। ଏହା ହେଉଛି PSLVର 58 ତମ ବିମାନ। ଏହା ଏକ…

ପ୍ରଶ୍ନପତ୍ର ଲିକ୍ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସମ୍ପତ୍ତିକୁ ନେଇ ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର: ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲାରେ ଶିକ୍ଷକ ଗୋବିନ୍ଦ ତ୍ରିପାଠୀ ଓ ସୁଶାନ୍ତ ସାହୁ ଗିରଫ ହେବା ପରେ ସେମାନଙ୍କ ସମ୍ପର୍କରେ ଅନେକ ତଥ୍ୟ ପଦାକୁ ଆସିବା ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅଞ୍ଚଳର ମୂଳ ବାସିନ୍ଦା ଗୋବିନ୍ଦ ତ୍ରିପାଠୀ କନ୍ଧମାଳ ଜିଲ୍ଲା ସିରସିପଙ୍ଗା…

ଆପ୍ ପାଇଁ କାହିଁକି ଖଡ଼ଗେ ପାଓ୍ବାରଙ୍କୁ ମନାଇବାକୁ ଚେଷ୍ଟା କରୁଛନ୍ତି?

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ କ୍ରମାଗତ ଭାବରେ ଅଶାନ୍ତ ହୋଇପଡିଛି ଏବଂ ଅଦ୍ୟାବଧି ଗୃହର ପ୍ରକ୍ରିୟା ସୁରୁଖୁରୁରେ ଚାଲିପାରି ନାହିଁ। ଆସନ୍ତା ସପ୍ତାହରେ ଦିଲ୍ଲୀ ସହ ଜଡିତ ଅର୍ଡିନାନ୍ସ ବଦଳରେ ସଂସଦରେ ଆଣିବାକୁ ଥିବା ବିଲ୍ ସହ ଜଡିତ ଥିବାରୁ ଆସନ୍ତା ସପ୍ତାହରେ ଗୃହର ପ୍ରକ୍ରିୟା ଉପରେ…