ରଣଦୀପ-ଲିନ୍ ଙ୍କ ରିସେପ୍ସନ୍ ପାର୍ଟିରେ ରୋମାଣ୍ଟିକ୍ ଏଣ୍ଟ୍ରି କରି ପୁଣି ଚର୍ଚ୍ଚାରେ ତମନ୍ନା ଓ ବିଜୟ
ମୁମ୍ବାଇ: ଏବେ ବି-ଟାଉନ ର ଲାଇମ ଲାଇଟ ରେ ତମନ୍ନା ଭାଟିଆ-ବିଜୟ ବର୍ମା । ବର୍ତ୍ତମାନ ପ୍ରତ୍ୟେକ ପାର୍ଟି ଓ ଇଭେଣ୍ଟରେ ନିଜର ସାନଦାର ଏଣ୍ଟ୍ରୀ ପାଇଁ ଚର୍ଚ୍ଚା ରେ ରହୁଛନ୍ତି ଏହି ନ୍ୟୁ ଲଭ ବାର୍ଡ । ଫିଲ୍ମ 'ଲଷ୍ଟ ଷ୍ଟୋରୀଜ-2' ର ସେଟରୁ ଆରମ୍ଭ ହୋଇଥିଲା ତମନ୍ନା ଓ ବିଜୟ ଙ୍କ ଲଭ ଷ୍ଟୋରୀ ।…