କାର-ବାଇକ ମୁହାଁମୁହିଁ ଧକ୍କା, ଜଳିଗଲା କାର, ୪ ଗୁରୁତର
ନୟାଗଡ: କାର୍ ସହ ପିଟି ହେଲା ବାଇକ୍ । ହୁତୁହୁତୁ ହୋଇ ଜଳି ଉଠିଲା କାର୍ । ଘଟଣାରେ ଚାରି ଜଣ ଗୁରୁତର । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଜାମୁସାହି ନିକଟରେ ।
ସୂଚନା ମୁତାବକ, ଆଜି ଛତିଶଗଡ ର ଚାରି ଜଣ ବ୍ୟକ୍ତି ପୁରୀ କୁ ଜଗନ୍ନାଥ ଦର୍ଶନ କରିବା ପାଇଁ ଯାଉଥିଲେ ।…