ତିନି ସନ୍ତାନଙ୍କୁ ଧରି ଟ୍ରେନ ସାମ୍ନାକୁ ଡେଇଁ ପଡିଲେ ବାପା
ଗୁଜରାଟର ବୋଟାଦ ଜିଲ୍ଲାରୁ ଆସିଛି ଦୁଃଖଦ ଖବର । ନିଜର ତିନି ସନ୍ତାନଙ୍କୁ ନେଇ ଟ୍ରେନ ଆଗକୁ ଡେଇଁ ପଡିଲେ ବାପା ।ଏହି ଘଟଣାରେ ତିନିଜଣଙ୍କର ମୃତ୍ୟୁ ଘଟିଛି । ତେବେ ଏହି ପରିବାର ଏପରି ଚରମ ନିଷ୍ପତ୍ତି କାହିଁକି ନେଲେ ତାହା ସ୍ପଷ୍ଟ ହୋଇ ନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ।…