୧୫ ଦିନର ଶିଶୁକୁ ଅପହରଣ କରିନେଲେ ଦୁର୍ବୃତ୍ତ
ଶାହଜାହାନପୁର: ମାତ୍ର ୧୫ ଦିନର ଜଣେ ଶିଶୁକୁ ଦୁର୍ବୃତ୍ତମାନେ ଅପହରଣ କରି ନେଇଛନ୍ତି । ତାହା ପୁଣି ମାଆ କୋଳରୁ । ଏନେଇ ମହିଳା ଜଣକ ଥାନାରେ ଏତଲା ଦେଇଥିଲେ । ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି । ଏହି ଘଟଣାଟି ୟୁପିର ଶାହାଜାହାନପୁରରେ ଘଟିଛି ।
ଶାହାଜାହାନପୁର ଜିଲ୍ଲା…