Latest Odisha News

BREAKING NEWS

ଗ୍ରାହକଙ୍କ ଇଚ୍ଛାକୁ ପୂରଣ କଲା ସ୍ୱିଗି, ବ୍ୟାଣ୍ଡ-ବାଜା ବଜାଇ ଘରେ ପହଞ୍ଚିଲା

ନୂଆଦିଲ୍ଲୀ: ସ୍ୱିଗି ତାର ଜଣେ ଗ୍ରାହକଙ୍କ ଇଚ୍ଛାକୁ ପୂରଣ କରି ଚର୍ଚ୍ଚାର ପରିସରକୁ ଆସିଛି । ବ୍ୟାଣ୍ଡ ବାଜା ବଜାଇ ଗ୍ରାହକଙ୍କ ଘରେ ପହଞ୍ଚିଥିଲା ସ୍ୱିଗି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସ୍ୱିଗି ଇନଷ୍ଟାମାର୍ଟ ଏକ୍ସରେ ଏକ ଟ୍ୱିଟ କରିଥିଲା ।…

ଏଫଆଇଏଚ ମହିଳା ଅଲିମ୍ପିକ୍ସ ଯୋଗ୍ୟତାପର୍ଯ୍ୟାୟ: ଭାରତୀୟ ଦଳ ଘୋଷଣା, ସ୍ଥାନ ପାଇଲେନି କୌଣସି ଓଡିଶା ଖେଳାଳି

ଭୁବନେଶ୍ୱର: ଏଫଆଇଏଚ ହକି ଅଲିମ୍ପିକ୍ସ ଯୋଗ୍ୟତାପର୍ଯ୍ୟାୟ ପାଇଁ ଶନିବାର ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି । ସବିତା ପୁନିଆ ନେତୃତ୍ୱାଧୀନ ୧୮ ଜଣିଆ ଦଳରେ ଜଣେ ବି ଓଡିଶା ଖେଳାଳି ସ୍ଥାନ ପାଇ ନାହାନ୍ତି । ରାଂଚୀରେ ୮ଟି ଦେଶକୁ ନେଇ ଏହି ଯୋଗ୍ୟତାପର୍ଯ୍ୟାୟ ଆୟୋଜିତ ହେବ । ଭାରତ ପୁଲ ବିରେ…

ଓଡିଶାରେ ସଫଳତାର ସହ ଅନୁଷ୍ଠିତ ହେଲା ଜୁନିୟର ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ନୂତନ ଭାବେ ନିର୍ମାଣ ହୋଇଥିବା ଜିମ୍ନାଷ୍ଟିକ୍ସ ସେଂଟରରେ ଜାତୀୟ ଜୁନିୟର ଆର୍ଟିଷ୍ଟିକ ଚାମ୍ପିୟନଶିପ ସଫଳତାର ସହ ଶେଷ ହୋଇଛି । ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିଯୋଗୀ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ । ଓଡିଶା କ୍ରୀଡା ଓ ଯୁବ ବ୍ୟାପାର ବିଭାଗର…

ନିର୍ବାଚନ ପାଇଁ ଇମ୍ରାନ ଖାଁଙ୍କ ନାମାଙ୍କନ ପ୍ରତ୍ୟାଖ୍ୟାନ କଲେ ନିର୍ବାଚନ ଆୟୋଗ

ଇସଲାମବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଓ ତାଙ୍କ ପିଟିଆଇ ପାର୍ଟିକୁ ଶନିବାର ଶକ୍ତ ଧକ୍କା ଲାଗିଛି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଇମ୍ରାନ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ମାତ୍ର ନିର୍ବାଚନ ଆୟୋଗ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛି । ଇମ୍ରାନ ଲାହୋର ଏନଏ ୧୨୨ ଓ…

ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ଥାପନ ହେବ ସୌରଚାଳିତ ୧୦୦୦ଟି ଶୀତଳ ଭଣ୍ଡାର

ଭୁବନେଶ୍ଵର: ରାଜ୍ୟରେ ୧୦୦୦ଟି ସୌରଚାଳିତ ଶୀତଳ ଭଣ୍ଡାର ସ୍ଥାପନ ହେବ। ଜାତୀୟ ଉଦ୍ୟାନ କୃଷି ମିଶନ, ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ସମବାୟ ବିଭାଗ ଏବଂ ଓରେଡ଼ାର ସହାୟତାରେ ଏହି ଶୀତଳ ଭଣ୍ଡାର ସ୍ଥାପନ କରାଯିବ । ସ୍ଥାନୀୟ ଚାହିଦାକୁ ଦୃଷ୍ଟିରେ ରଖି ୧୦ ଟନରୁ ଆରମ୍ଭ କରି ୩୦…

ତାପମାତ୍ରା ବୃଦ୍ଧିର କାରଣ ସାଜିଛି ଧୂଳିକଣା: ବଢିଲା ଗ୍ଲାସିୟର ତରଳିବା ଆଶଙ୍କା 

ନୂଆଦିଲ୍ଲୀ: ତାପମାତ୍ରା ବୃଦ୍ଧିର ପ୍ରମୁଖ କାରଣ ପାଲଟିଛି ଏରୋସେଲ ବା ଧୂଳିକଣା । ବାୟୁମଣ୍ଡଳରେ ଘେରି ରହିଥିବା ଧୂଳିକଣା ସୂର୍ଯ୍ୟ କିରଣକୁ ସିଧାସଳଖ ପୃଥିବୀପୃଷ୍ଠକୁ ଆସିବାରେ ବାଧା ସୃଷ୍ଟି କରୁଛି । ଯାହା ଫଳରେ ପୃଥିବୀର ତାପମାତ୍ରା ବୃଦ୍ଧି ହେବା ସହ ଜଳବାୟୁ ଚକ୍ର ଉପରେ ପ୍ରଭାବ ପକାଉଛି…

ଏଏଫସି ଏସିଆନ କପ ଫୁଟବଲ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: କାତାରରେ ଖେଳାଯିବାକୁ ଥିବା ଏଏଫସି ଏସିଆନ କପ ଫୁଟବଲ ଟୁର୍ଣ୍ଣାମେଂଟ ପାଇଁ ଶନିବାର ୨୬ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ମୂଖ୍ୟ କୋଚ ଇଗୋର ଷ୍ଟିମାକ ଏହାକୁ ଘୋଷଣା କରିଥିଲେ । ଏଏଫସି ଏସିଆନ କପରେ ଭାରତ ଗ୍ରୁପ ବିରେ ସ୍ଥାନ ପାଇଛି । ଏହି ଦଳରେ ଅଷ୍ଟ୍ରେଲିଆ, ଉଜବେକିସ୍ତାନ…

ଲାଞ୍ଚ ମାଗିବା ଅଭିଯୋଗରେ ବାରିପଦା ଫିଲ୍ଡ ଆସିଷ୍ଟାଣ୍ଟ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ରେଶମ କୃଷି ସହକାରୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଫିଲ୍ଡ ଆସିଷ୍ଟାଣ୍ଟ ବିଭୂତି କୁମାର ମଲ୍ଲିକଙ୍କୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଓ ନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ମୟୂରଭଞ୍ଜ (ତୁସର) ଗ୍ରାମ୍ୟ ଗବେଷଣା ଉନ୍ନୟନ ପରିଷଦର ଜଣେ…

ଖଣ୍ଡଗିରି ଅପହରଣ ମାମଲା: ପଇସା ପାଇଁ କାର ମାଲିକକୁ ଅପହରଣ କରିଥିଲା ଡ୍ରାଇଭର

ଭୁବନେଶ୍ୱର: ଦୀର୍ଘ ଘଣ୍ଟାର ନିରନ୍ତର ଖୋଜାଖୋଜି ପରେ ଶୁକ୍ରବାର ରାତିରେ ଭୁବନେଶ୍ୱର ଖଣ୍ଡଗିରି ନିକଟରୁ ଅପହରଣ ହୋଇଥିବା ଶଙ୍କର୍ଷଣ ଓରଫ ପିଣ୍ଟୁ ସାହୁଙ୍କୁ କମିସନରେଟ୍ ପୁଲିସ ସଫଳତାର ସହ ଉଦ୍ଧାର କରିଛି। ଯାଜପୁର ଜିଲ୍ଲାରୁ ମିଳିଥିବା ପିଣ୍ଟୁକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିଲା।…

ନବରଙ୍ଗପୁରରେ ୨ଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନବରଙ୍ଗପୁର ଜିଲ୍ଲା ପାଇଁ ୨ଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଓ ତୁରୀ-ଗୁନ୍ତାତ୍ ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପାର୍ବତୀ…