‘ଅଣ ଓଡ଼ିଆ ବିଭିନ୍ନ ପ୍ଲଟ କିଣିବାରେ ବ୍ୟସ୍ତ, ରାଜ୍ୟର ଚାଷୀ କୁଆଡେ ଯିବେ?’
ଭୁବନେଶ୍ୱର: ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଶୁକ୍ରବାର ପ୍ରଶ୍ନ କରିଛନ୍ତି ଯେ ଜଣେ ଅଣଓଡ଼ିଆ ବ୍ୟକ୍ତି ଉଚ୍ଚ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହାୟତାରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଜମି କିଣୁଛନ୍ତି।
ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସାଂସଦ ଟ୍ୱିଟ୍ କରି ଲେଖିଛନ୍ତି, ଭୁବନେଶ୍ୱରର ବିଭିନ୍ନ…