Latest Odisha News

BREAKING NEWS

ଦିଲ୍ଲୀ ବିଲ୍ ରାଜ୍ୟ ସଭାରେ ପାସ ହେବା ନିଶ୍ଚିତ: ସଂସଦରେ ସରକାରଙ୍କୁ ସମର୍ଥନ ଦେବ ୱାଇଏସଆର

ନୂଆଦିଲ୍ଲୀ: ମୋଦି ସରକାରଙ୍କୁ ଦିଲ୍ଲୀ ବିଲ୍ ରାଜ୍ୟ ସଭାରେ ପାସ୍ ହେବା ନେଇ ସମ୍ଭାବନା ଦେଖା ଦେଇଛି । କାରଣ ମୋଦି ସରକାରଙ୍କୁ ଏହି ମାମଲାରେ ୱାଇଏସଆରର ସାଥ ମିଳିଛି । ୱାଇଏସଆର ନେତା ବିଜୟସାଇ ରେଡ୍ଡି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତ ଦେଇ କହିଛନ୍ତି, ଦିଲ୍ଲୀ ବିଲ୍‌ ସହ ଜଡିତ ଅଧ୍ୟାଦେଶ…

ସକ୍ରିୟ ରହିଛି ଲଘୁଚାପ: ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ଵର: ବଙ୍ଗୋପସାଗରରେ ସକ୍ରିୟ ଅଛି ସୁଦୃଶ୍ୟ ଲଘୁଚାପ । ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୭ଟି ଜିଲ୍ଲାକୁ ୟେଲୋ…

ହାତୀ ଘଉଡ଼ାଇବା ପାଇଁ ନିଆଁହୁଳା ମାଡ଼, ଭୟରେ ପଳାଇଲା ହାତୀ, ଭିଡିଓ ଭାଇରାଲ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଉପଦ୍ରବ । ଗତ କିଛି ଦିନ ହେବ ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡର ଅନେକ ଗାଁରେ ଆତଙ୍କ ସୃଷ୍ଟି କରିଛନ୍ତି ହାତୀପଲ । ଗତ ୨୬ ଦିନ ଭିତରେ ପାଖାପାଖି ୩୫ରୁ ଅଧିକ ଘର ଭାଙ୍ଗିଛନ୍ତି ହାତୀ । ତେଣୁ ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ହାତୀ…

ଲୋଭ କଳସ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଲୋଭ ଏପରି ଏକ ଶଦ୍ଦ ଯାହା ମଣିଷ କୁ ମୃତ୍ୟୁ ଆଡ଼କୁ ନେଇଯାଏ । ସତ୍ତ୍ୱ ଗୁଣରୁ ଜ୍ଞାନର ଉଦୟ ହୁଏ । ରଜୋଗୁଣରୁ ଲୋଭ ଏବଂ ତମୋଗୁଣରୁ ଅବହେଳା ଓ ଭ୍ରମ ଉତ୍ପନ୍ନ । ମନରେ କୌଣସି ବସ୍ତୁ ପ୍ରତି ଲୋଭ ଜନ୍ମିଲେ ତାକୁ ମାୟାବନ୍ଧନ ବୋଲାଯାଏ ।…

ପଦ୍ମବନ ଅଚ୍ୟୁତାନନ୍ଦ ପୀଠ: ଜାଣନ୍ତୁ ଏହି ପୀଠର ମାହାତ୍ମ୍ୟ…

କଟକ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ତୀର୍ଥ ସ୍ଥାନ ନେମାଳ ମଠ। ଯାହା ଅଚ୍ୟୁତାନନ୍ଦ ଦାସ ମହାପୁରୁଷଙ୍କ ପୀଠ ସ୍ଥଳୀ ଭାବେ ବେଶ ଜଣାଶୁଣା । ଏହି ପୀଠ ସ୍ଥଳୀ ଚିତ୍ରୋତ୍ପଳା ନଦୀ କୁଳରେ ଅବସ୍ଥିତ। କେହି କେହି ସ୍ଥାନଟିକୁ ପଦ୍ମବନ ବୋଲି କହିଥାନ୍ତି। ପାକୃତିକ ସୌନ୍ଦର୍ଯ୍ୟ…

ତେଲେଙ୍ଗାନାବାସୀଙ୍କ ପାଇଁ ଖୁସି ଖବର, ଦିବ୍ୟାଙ୍ଗଙ୍କ ଭତ୍ତା ୪,୦୧୬ ଟଙ୍କାକୁ ବୃଦ୍ଧି କଲେ ସରକାର

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଶାସନରେ ଆଉ ଐତିହାସିକ ମାନଦଣ୍ଡ ସ୍ଥାପିତ ହୋଇଛି। ଆସରା ପେନସନ ଯୋଜନା ଅଧିନରେ ଭିନ୍ନକ୍ଷମଙ୍କ ମାସିକ ଭତ୍ତା ୧, ୦୦୦ ଟଙ୍କା ବୃଦ୍ଧି କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଚଳିତ ମାସଠାରୁ…

ଶରୀରକୁ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ପିତା ଖାଦ୍ୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସବୁଜ ପନିପରିବା ଖାଇବା ସର୍ବଦା ସ୍ୱସ୍ଥ୍ୟ ପାଇଁ ଲାଭଦାୟକ । ସାଧାରଣତଃ ପିତା ଖାଦ୍ୟ ଖାଇବା ପାଇଁ ପ୍ରାୟତଃ ଲୋକ ପସନ୍ଦ କରନ୍ତି ନାହିଁ । ଆମେ ଦୈନଦିନ ଜୀବନରେ ଖାଉଥିବା ଖାଦ୍ୟ ମଧ୍ୟରୁ କିଛି ଖାଦ୍ୟ ପାଟିକୁ ପିତା ଲାଗିଥାଏ । ଏହା ପାଟିକୁ ପିତା ଲାଗୁଥିଲେ ମଧ୍ୟ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୮୮)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ମାତ୍ର ଏଇ ଛଅ ସପ୍ତାହ ହେଲା ତୁମକୁ ଜାଣିଥିଲେ ବି ଲାଗୁଛି ତମକୁ ଯେମିତି ଆମେ ଅନେକ ବର୍ଷ ତଳୁ ଜାଣୁ । ତେଣୁ ମୋ'ର କହିବାର କଥା ହେଲା, ଯେ ତମେ ଯେବେ ବି ଆମ କାହାର ବି ସାହାଯ୍ୟ ଇଚ୍ଛା କର, ଆମେ ତମ ପାଖରେ…

କବିତା : ତୁମେ ଆସିବ ବୋଲି

ଡମ୍ବରୁଧର ବେହେରା ପ୍ରେମର ସରସ ଜଳେ ଅପେକ୍ଷା କରିଛି ମୁହଁ ଆଉ ଉଠରେ ହସର ଲିପିଷ୍ଟିକ୍ ମାଖି ଆଖିରେ ଆଖିଏ ସ୍ବପ୍ନ ନେଇ ସବୁଜ ଶାଢ଼ୀ ପିନ୍ଧି ମନ,ପ୍ରାଣ,ହୃଦୟରେ ଆଶାର ଦୀପାଳି ଜାଳି ପୂର୍ଣ୍ଣିମା ଜହ୍ନର ଆଲୁଅରେ ଯୁଗଳ ସାରସ ପରି ତୁମ ପ୍ରେମ ଓ ପ୍ରଣୟର ଜଳ ଶୂନ୍ୟ ଜଳଦର…

ଭାରତ ମଣ୍ଡପମ୍‌ର ଉଦଘାଟନ କଲେ ମୋଦୀ, ବିଶ୍ୱ ଅର୍ଥନୀତିର ଟପ୍-୩ ତାଲିକାରେ ସାମିଲ ହେବ ଭାରତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଥିବା ଅନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସୌଧକୁ ଉତ୍ସର୍ଗ କରିଛନ୍ତି। ସେ ଜି-୨୦ ମୁଦ୍ରା ଏବଂ ଜି-୨୦ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ…