Latest Odisha News

BREAKING NEWS

କଟକ ଚଣ୍ଡିଙ୍କ ଦର୍ଶନ କଲେ,ନେତାଜୀ ସଂଗ୍ରହାଳୟ ବୁଲି ଦେଖିଲେ ରାଷ୍ଟ୍ରପତି

କଟକ: ମଙ୍ଗଳବାରଠାରୁ ତିନି ଦିନିଆ ଓଡ଼ଶା ଗସ୍ତରେ ଆସି ଆଜି କଟକରେ ପହଞ୍ଚିଛନ୍ତି ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ । କଡା ସୁରକ୍ଷା ମଧ୍ୟରେ ସଡ଼କ ପଥରେ ଆଜି କଟକ ଯାଇଛନ୍ତି ରାଷ୍ଟ୍ରପତି । କଟକରେ ପହଞ୍ଚି ପ୍ରଥମେ  ଚଣ୍ଡୀ ମନ୍ଦିର ଯାଇଥିଲେ । ସେଠାରେ ପାଖାପାଖି ୧୫ ମିନିଟ୍ ରହି ମା’ଙ୍କ…

ବାଇକକୁ ପଛ ପଟୁ ଧକ୍କା ଦେଲା ବସ୍: ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ସୁବର୍ଣ୍ଣପୁର: ସିଆଲଜୁରି ନିକଟରେ ବାଇକକୁ ପଛରୁ ଧକ୍କା ଦେଲା ବସ୍। ସ୍ୱାମୀ ମୃତ ଓ ସ୍ତ୍ରୀ ଗୁରୁତର। ସୁବର୍ଣ୍ଣପୁର ଜିଲ୍ଲା ଦେଇ ଯାଇଥିବା ୫୭ ନଂ ଜାତୀୟ ରାଜପଥ ସିଆଲଜୁରି ନିକଟରେ ବିଳମ୍ବିତ ରାତ୍ରିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ବାଘପାଲି ଗାଁର…

ଭିଜିଲାନ୍ସ ଜାଲରେ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ। କଳାହାଣ୍ଡି ଆୟକର ବିଭାଗ ପକ୍ଷରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିପିଏସ ସେକ୍ସନ ଅତିରିକ୍ତ ଯନ୍ତ୍ରୀଙ୍କ ଘରେ ଚଢ଼ାଉ। ଭବାନୀପାଟଣା ସରକାରୀ ଜଳ ଯୋଗାଣ ବିଭାଗର ଜିପିଏସ ସେକ୍ସନ ଅତିରିକ୍ତ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର…

ସର୍ବନାମ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ବିଶେଷ୍ୟର ଅର୍ଥ ନାମ । ଏହି ନାମ ବା ବିଶେଷ୍ୟ ବଦଳରେ ଯେଉଁ ପଦ ବ୍ୟବହାର କରାଯାଏ ତାହା ସର୍ବନାମ । ‘ସର୍ବନାମ’ ସବୁରି ନାମ ଅର୍ଥରେ ବ୍ୟବହାର ହୁଏ । ବାକ୍ୟକୁ ସରଳ ଓ ସାବଲୀଳ କରିବା ପାଇଁ ସର୍ବନାମର ବ୍ୟବହାର କରାଯାଏ । ଆମେ କହିପାରିବା ଯେ,…

ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର୍

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସୁଛନ୍ତି ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର। ବୁଧବାର ଭୁବନେଶ୍ୱର ଆସିବା ପରେ ସେ ଓଡି଼ଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଆଜି ଅପରାହ୍ନ ୩ ଟାରେ ଟୋନି ବ୍ଲେୟାର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ…

କଟକ ଅଭିମୁଖେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସଡ଼କ ପଥରେ ଯାତ୍ରା ପାଇଁ କଡ଼ା ସୁରକ୍ଷା

କଟକ: କଟକ ଅଭିମୁଖେ ବାହାରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଜଭବନରୁ ବାହାରିଲା ରାଷ୍ଟ୍ରପତିଙ୍କ କାରକେଡ୍‌। ସଡ଼କ ପଥରେ ଯାଉଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୂର୍ବରୁ ହେଲିକପ୍ଟରରେ କଟକ ଗସ୍ତ ଧାର୍ଯ୍ୟ ହୋଇଥିଲା। ତିନି ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୮୭)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ପରିମଲ୍‌ଙ୍କ ଘରେ କାମ କରୁଥିବା ମୁନିୟା ପାଖାପାଖି ତିରିଶ ବର୍ଷ ବୟସ୍କା ଜଣେ ମହିଳା । ସାମ୍ନା ଦାନ୍ତ ଖୁବ୍ ବଡ଼ବଡ଼ ଏବଂ କ୍ଷୀଣ ଚିଁ ଚିଁଆ ସ୍ୱର । ରୋହାନ୍ ଏବଂ ସିଡ଼୍ ମଥାକୁ ଗେଲ କରି ଏବଂ ବୀରାକୁ ଆଶୀର୍ବାଦ…

ଦେବଗଡ ବିଜେପି ବିଧାୟକ ସୁବାଶ ପାଣିଗ୍ରାହୀଙ୍କ ଲୋକପ୍ରିୟତାରେ ବିଜେଡି ଅସହିଷ୍ଣୁ: ଧିରେନ୍ ସେନାପତି

ଭୁବନେଶ୍ୱର: ଦେବଗଡ ବିଜେପି ବିଧାୟକ ସୁବାଶ ପାଣିଗ୍ରାହୀଙ୍କ ଲୋକପ୍ରିୟତାରେ ବିଜେଡି ଅସହିଷ୍ଣୁ ହୋଇପଡିଛି। ଏଭଳି ମନ୍ତବ୍ୟ ଦେଇଛନ୍ତି ରାଜ୍ୟ ମୁଖପାତ୍ର ଧିରେନ୍ ସେନାପତି। ବିଜେଡିକୁ ଟାର୍ଗେଟ କରି ଧିରେନ୍ ସେନାପତି କହିଛନ୍ତି ଯେ, ବିଧାୟକଙ୍କ ବିରୋଧରେ ମନଗଢା କାହାଣୀ ଗପୁଛି ବିଜେଡି।…

ଜାତୀୟ ଶିକ୍ଷା ନୀତିର ତୃତୀୟ ବାର୍ଷିକୀ ସମାରୋହ: ଅଖିଳ ଭାରତୀୟ ଶିକ୍ଷା ସମାଗମ କାର୍ଯ୍ୟକ୍ରମ ଉଦଘାଟନ କରିବେ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୯ ତାରିଖରେ ନୂଆଦିଲ୍ଲୀର ପ୍ରଗତି ମୈଦାନ ସ୍ଥିତ ଆଇଟିପିଓ ଠାରେ ଦ୍ୱିତୀୟ ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ଉଦଘାଟନ କରିବେ। ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ…

କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ-ଓଡି଼ଶା ସରକାରଙ୍କ ଏମଓୟୁ ସ୍ୱାକ୍ଷରିତ, ହଜାରେ ଗବେଷକଙ୍କୁ ମିଳିବ ତାଲିମ

ୱାଶିଂଟନ: କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ସହ ଓଡ଼ିଶା ସରକାରଙ୍କ ଏମଓୟୁ ସ୍ୱାକ୍ଷରିତ। ଉଚ୍ଚ-ବୈଷୟିକ କ୍ଷେତ୍ରରେ ପାଖାପାଖି ୧ ହଜାର ଗବେଷକଙ୍କୁ ତାଲିମ ଦିଆଯିବ। ଏହି ସହଯୋଗିତା ଜରିଆରେ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ଆଲୁମିନି ନେଟ୍‌ୱର୍କ ସହ ରାଜ୍ୟ ସରକାର ଯୋଡ଼ି ହୋଇପାରିବେ।…