ଅଯୋଧ୍ୟା ଜଙ୍କସନର ନାଁ ବଦଳି ହେଲା ‘ଅଯୋଧ୍ୟା ଧାମ’
ନୂଆଦିଲ୍ଲୀ: ବଦଳିଲା ଅଯୋଧ୍ୟା ଜଙ୍କସନର ନାମ। ଡିସେମ୍ବର ୩୦ରେ ଅଯୋଧ୍ୟାରେ ହେବାକୁ ଥିବା ରେଲଓ୍ବେ ଷ୍ଟେସନ ଏବଂ ଏୟାରପୋର୍ଟର ଉଦ୍ଘାଟନ ପୂର୍ବରୁ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରାଯାଇଛି। ଅଯୋଧ୍ୟା ରେଲଓ୍ବେ ଷ୍ଟେସନର ନାମ ପରିବର୍ତ୍ତନ କରାଯାଇ 'ଅଯୋଧ୍ୟା ଧାମ’ ନାମରେ ନାମିତ କରାଯାଇଛି।…