Latest Odisha News

BREAKING NEWS

କାରର ଫ୍ୟାନ୍ସି ନମ୍ବରକୁ ୧୨.୭ ଲକ୍ଷ ଟଙ୍କାରେ କିଣିଲେ ଯୁବକ

ଉତ୍ତରାଖଣ୍ଡ: ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ସଉକ ଥାଏ । ଆଉ ସେହି ସଉକକୁ ପୂରଣ କରିବା ପାଇଁ ସେମାନେ ସବୁକିଛି କରିବାକୁ ପ୍ରସ୍ତୁତ । ସେହିପରି ଉତ୍ତରାଖଣ୍ଡର ଉଦାମସିଂ ନଗରର ଜଣେ ବ୍ୟକ୍ତି ତାଙ୍କ ସଉକକୁ ପୂରଣ କରିବାକୁ ମହଙ୍ଗା ମୂଲ୍ୟ ଦେଇ କାରର ଫ୍ୟାନ୍ସି ନମ୍ବର କିଣିଛନ୍ତି ।…

ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ: ୨୭ ପଦକ ସହ ତୃତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଥାଇଲାଣ୍ଡରେ ଅନୁଷ୍ଠିତ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପରେ ଭାରତ ୨୭ ପଦକ ସହ ପଦକ ତାଲିକାରେ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଛି । ଏଥିରେ ୬ ସ୍ୱର୍ଣ୍ଣ ପଦକ ସାମିଲ । ଅନ୍ତିମ ଦିବସରେ ଭାରତୀୟ ଆଥଲେଟ ୯ ରୌପ୍ୟ ଓ ୫ ବ୍ରୋଞ୍ଜ ପଦକ ଜିତିଥିଲେ । ୮୦୦ ମିଟର ଦୌଡର ପୁରୁଷ…

୨୦ ଟଙ୍କା ଲୋଭ ଦେଖାଇ ଆଖି ପିଛୁଳାକେ ଲୁଟିନେଲେ ୧୦ ଲକ୍ଷ, ଭିଡିଓ ଭାଇରାଲ୍

ବିଶାଖାପାଟଣା: ଦିନ ଦ୍ୱିପ୍ରହରରେ ଆଖି ପିଛୁଳାକେ ୨୦ ଟଙ୍କା ତଳେ ପକାଇ ଦେଇ ଲୁଟି ନେଲେ ୧୦ ଲକ୍ଷ ଟଙ୍କା । ଏଭଳି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଗୁଣ୍ଟୁର । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । https://twitter.com/i/status/1680434618250698752…

ଫାଇଭ ଟି ସଚିବଙ୍କ ଗସ୍ତକୁ ବିରୋଧ କରି ବିଜେପିର ଧାରଣା

ଦେବଗଡ: ଫାଇଭ ଟି ସଚିବ ଭି. କେ. ପାଣ୍ଡିଆନଙ୍କ ସମ୍ବଲପୁର ଜିଲ୍ଲା ରାଇରଖୋଲ ଓ ଦେବଗଡ଼ ଗସ୍ତକୁ ବିରୋଧ କରି ରବିବାର ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆସନ୍ତା ସାଧାରଣ ନିର୍ବାଚନରେ ଶାସକ ବିଜୁ ଜନତା ଦଳକୁ ଭୋଟ୍ ଦେବା ଲକ୍ଷ୍ୟରେ ପାଣ୍ଡିଆନଙ୍କ ଏହି ଗସ୍ତକୁ ଏକ ରାଜନୈତିକ…

‘ଖୋଲିଦିଅ ଶ୍ରୀମନ୍ଦିର ଚାରି ଦ୍ୱାର’, ସରକାରଙ୍କୁ ଦାବି ଜଣାଇବାକୁ ଆରମ୍ଭ ହେଲା ଦସ୍ତଖତ ଅଭିଯାନ

ପୁରୀ (ସନ୍ତୋଷ କୁମାର ଦାସ) : ଶ୍ରୀମନ୍ଦିର ସମସ୍ତ ଦ୍ଵାର ପୂର୍ବଭଳି ଭକ୍ତଙ୍କ ପାଇଁ ଖୋଲାଯାଉ। ଏହି ଦାବୀ ନେଇ ପୁରୀରେ ଆରମ୍ଭ ହୋଇଛି ଦସ୍ତଖତ ଅଭିଯାନ। ଏକ ଲକ୍ଷ ଦସ୍ତଖତ ସଂଗ୍ରହ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଦାବୀ ପତ୍ର ମାଧ୍ୟମରେ ପଠାଯିବ। ପୂରୀର ସଚେତନ ନାଗରିକ ମଞ୍ଚ ପକ୍ଷରୁ…

କଂଗ୍ରେସରୁ ନିଲମ୍ବିତ ମୋକିମ ଏବଂ ଚିରଞ୍ଜୀବ ଆଗକୁ କରିବେ କ’ଣ?

ଭୁବନେଶ୍ୱର: ଆଗକୁ ବିଧାନସଭା ସହିତ ସାଧାରଣ ନିର୍ବାଚନ। ଟିକେଟ ନେବା ପାଇଁ ରାଜନୈତକ ଦଳର ନେତାଙ୍କ ମଧ୍ୟରେ ଏବେ ଜୋରସୋର ଉଦ୍ୟମ ଆରମ୍ଭ ହୋଇଛି । ତେଣୁ ଦଳ ଡିଆଁ ପର୍ବ ମଧ୍ୟ ଏକ ପ୍ରକାର ଆରମ୍ଭ ହୋଇଛି। ଏପରି ସ୍ଥିତିରେ କଂଗ୍ରେସର ଦୁଇ ବରିଷ୍ଠ ନେତା ମହମ୍ମଦ ମୋକିମ ଏବଂ ଚିରଞ୍ଜୀବ…

ପୁଣି ଏକାଠି ନଜର ଆସିଲେ କରନ୍‌-ତେଜସ୍ୱୀ

ମୁମ୍ବାଇ:ବ୍ରେକ୍‌ଅପ୍ ପରେ ପୁଣି ଏକାଠି ନଜର ଆସିଲେ ଛୋଟ ପରଦାର ଲୋକପ୍ରିୟ ଅଭିନେତା କରନ୍ କୁନ୍ଦ୍ରା ଏବଂ ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ । ନିକଟରେ ଉଭୟ ଜୁହୁସ୍ଥିତ ଏକ ମନ୍ଦିର ଦର୍ଶନ କରିବାକୁ ଯାଇଥିବା ଦେଖିବାକୁ ମିଳିଛି । ଏହାର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ…

କାଲି ଶ୍ରାବଣ ସୋମବାର, ପାଣି ଉଠାଇବା ବେଳେ ଦେବୀରେ ବୁଡ଼ି ୨ କାଉଡ଼ିଆ ନିଖୋଜ

ଜଗତସିଂହପୁର: ଆସନ୍ତାକାଲି ଶ୍ରାବଣ ଦ୍ୱିତୀୟ ସୋମବାର । ଏଥିପାଇଁ ବିଭିନ୍ନ ନଦୀ ପଠା ସହ ଶୈବ ପୀଠ ଚଳଚଞ୍ଚଳ ହୋଇ ଉଠିଛି । ବଡ଼ି ଭୋରରୁ ମହାଦେବଙ୍କ ପାଖରେ ଜଲ ଲାଗି କରିବାକୁ ବିଭିନ୍ନ ନଦୀରୁ ପାଣି ଆଣି ମନ୍ଦିର ଅଭିମୁଖେ ବାହାରୁଛନ୍ତି କାଉଡ଼ିଆ । ଜଗତସିଂହପୁରର ଦେବୀ ନଦୀରେ ବୁଡ଼ମାରି…

ଏଠାକୁ ଯିଏ ଯାଏ ସେ ଆଉ ଫେରେନି

ନୂଆଦିଲ୍ଲୀ: ଏ ଦୁନିଆ ବଡ ବିଚିତ୍ର । ଏ ପର୍ଯ୍ୟନ୍ତ ବି ମାନବ ସମସ୍ତ ରହସ୍ୟ ଉଜାଗର କରିପାରି ନାହିଁ । ଅରୁଣାଚଳ ଓ ତିବ୍ଦତର ମଧ୍ୟରେ ଏ ଭଳି ଏକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ସ୍ଥାନ ଅଛି ସେଠାକୁ ଯିଏ ଆଉ ଫେରେନି । ଶାଙ୍ଗରୀ ଲା ଘାଟି ନାମରେ ଏହି ରହସ୍ୟମୟ ସ୍ଥାନ ପରିଚିତ । କେତେକଙ୍କ…

ମୁଖ୍ୟ ରାସ୍ତାରୁ ଜବର ଦଖଲ ଉଚ୍ଛେଦ ପାଇଁ ୭ ଦିନ ମହଲତ

ରାୟଗଡ଼ା: ରାୟଗଡ଼ା ସହରର ସୌନ୍ଦର୍ଯ୍ୟକରଣ ପାଇଁ ପୌର ପରିଷଦ ପକ୍ଷରୁ ଆରମ୍ଭ ହୋଇଛି ଜବର ଦଖଲ ଉଚ୍ଛେଦ । ସହରର ମୁଖ୍ୟ ରାସ୍ତାରୁ ଜବର ଦଖଲ ଖାଲି କରିବାକୁ ୭ ଦିନ ତଳେ ତଳେ ପ୍ରଶାସନ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରିଥିଲା । ଆଜି ସହରର ଅଶୋକ ସିନେମା ହଲ୍ ଠାରୁ ଉଚ୍ଛେଦ ପ୍ରକ୍ରିୟା…