ଟିକସ ଫାଙ୍କିବା ଅଭିଯୋଗରେ ସାବିତ୍ରୀ ଜୁଏଲର୍ସରେ ଆୟକର ବିଭାଗ ଚଢ଼ାଉ
ରାୟଗଡ଼ା: ଟିକସ ଫାଙ୍କିବା ଅଭିଯୋଗରେ ପୁଣି ଆୟକର ବିଭାଗର ଚଢାଉ । ରାୟଗଡ଼ା ସହର ସ୍ଥିତ ସାବିତ୍ରୀ ଜୁଏଲର୍ସ ଦୋକାନରେ ଆଜି ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି । ଖୋଦ୍ ଦୋକାନ ମାଲିକ କିନ୍ତାଲି ଅମରନାଥ ଏହାକୁ ସ୍ବୀକାର କରିଛନ୍ତି । ଆଜି ଦିନ ୧୧ ଟା ସମୟରେ ଏହି ଚଢ଼ାଉ ଆରମ୍ଭ ହୋଇଥିଲା ।…