Latest Odisha News

BREAKING NEWS

ଦୁଇ ଗୋରୁକୁ ଶିକାର କରିବା ପରେ ଗଜପତିରେ ବାଘ ଆତଙ୍କ

ଗଜପତି: ଉଦୟଗିରି ରେଞ୍ଜରେ ଦୁଇଟି ଗୋରୁଙ୍କୁ ଆକ୍ରମଣ କରି ହତ୍ୟା କରିବା ପରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି ମହାବଳ ବାଘ। ଶନିବାର ରାତିରେ ଏହି ଘଟଣା ଘଟିବାରୁ ଗୋରୁ ମାଲିକ ବିଚଳିତ ହୋଇପଡିଥିବା ବେଳେ ଗ୍ରାମବାସୀମାନେ ନିଜ ସୁରକ୍ଷା ପାଇଁ ଭୟଭୀତ ହୋଇପଡିଛନ୍ତି।…

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଦାବି ଗ୍ରହଣ କଲେ ସରକାର, ଆନ୍ଦୋଳନ ପ୍ରତ୍ଯାହାର କଲେ ପ୍ରଯୋଜିକା

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଦାବି ଯୁକ୍ତିଯୁକ୍ତ। ରାଜ୍ୟ ସରକାରଙ୍କ ସହ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ଆଲୋଚନା କରିବା ବେଳେ ଦାବିକୁ ସ୍ବୀକାର କରିଛନ୍ତି ଶିଳ୍ପ ସଚିବ। ଏହାପରେ ମଙ୍ଗଳବାର ଫିଲ୍ମ ନିର୍ମାତା ସାନଲିସା ପଟେଲ ଅନିର୍ଦ୍ଦିଷ୍ଟ କାଳ ପାଇଁ ଯେଉଁ ଧାରଣା ଦେଇଥିଲେ…

ଅନ୍ ଲାଇନ ଠକେଇ ରୋକିବାକୁ ନୂଆ ପଦକ୍ଷେପ ଉପରେ ବିଚାର କରୁଛନ୍ତି ସରକାର

ନୂଆଦିଲ୍ଲୀ: ଅନ୍ ଲାଇନ ପେମେଣ୍ଟ ବ୍ୟବସ୍ଥା ଯେପରିକି ଫୋନ୍ ପେ, ଗୁଗୁଲ ପେ ଆଦିରେ ସାଇବର ଠକେଇ ବଢିବାରେ ଲାଗିଛି। ଇଂଟରନେଟ ବାବଦରେ ଅଜ୍ଞଥିବା ଲୋକଙ୍କ ପକେଟ କାଟି ମାଲାମାଲ ହେଉଛନ୍ତି ସାଇବର ଠକ । ଏବେ ଏହାଉପରେ ବିଚାର କରି ସାଇବପ ଠକେଇ ରୋକିବାକୁ ସରକାର ନୂଆ ପଦକ୍ଷେପ ନେବାକୁ…

ଅଜଣା ରୋଗ ଉଜାଡ଼ିଲା ଶୈଶବ, ଅସହାୟ ଚନ୍ଦ୍ର ସହୁଛି ଅସହନୀୟ ଯନ୍ତ୍ରଣା

ନବରଙ୍ଗପୁର: ଅଜଣା ରୋଗରେ ଆକ୍ରାନ୍ତ ଶିଶୁ। ଚିକିତ୍ସା ରେ ଅର୍ଥ ସାଜିଛି ବାଧକ। ଶୈଶବରେ ସାଙ୍ଗ ସାଥୀ ମେଳରେ ଖେଳିବା ବୁଲିବା ବୟସ। ହେଲେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛି ପାଞ୍ଚ ବର୍ଷର ଶିଶୁ ଚନ୍ଦ୍ର ନାୟକ। ଖେଳିବା ବୁଲିବା ବୟସରେ ବିଛଣାରେ ପଡି ରହୁଥିବା ଶିଶୁଟି ହେଉଛି ନବରଙ୍ଗପୁର ଜିଲ୍ଲା…

ସୁପ୍ରିମକୋର୍ଟଙ୍କ ଶୁଣାଣୀ ପରେ ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ ରାସ୍ତା ସଫା ହେଲା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଶୁଣାଣୀ ପରେ ଏବେ ଭାରତୀୟ କୁସ୍ତି ସଂଘର ନିର୍ବାଚନ ରାସ୍ତା ସଫା ହୋଇଛି । ମଙ୍ଗଳବାର ଏହି ନିର୍ବାଚନ ଉପରେ ହରିୟାଣା ଓ ପଞ୍ଜାବ ହାଇକୋର୍ଟଙ୍କ ସ୍ଥିତାବସ୍ଥା ନିଷ୍ପତିକୁ ସୁପ୍ରିମକୋର୍ଟ ବଦଳାଇ ଦେଇଛନ୍ତି । ଏହି ଦୁଇ ହାଇକୋର୍ଟଙ୍କ ସ୍ଥିତାବସ୍ଥା ଯୋଗୁ…

ମହାତ୍ମା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତୁଳନା କରିବା ‘ଅପବିତ୍ରୀକରଣ’: ମନୀଷ…

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତୁଳନା କରିବା ପରେ କଂଗ୍ରେସ ନେତା ମନୀଷ ତିଓ୍ବାରୀ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ସମାଲୋଚନା କରିଛନ୍ତି। ତିଓ୍ୱାରୀ ଏହି ତୁଳନାକୁ 'ଅପବିତ୍ରୀକରଣ' ବୋଲି କହିବା ସହ ଏହା ଗାନ୍ଧୀଙ୍କ ଐତିହ୍ୟ ପ୍ରତି…

ନୂଆ ଭୋଟର ପରିଚୟ ପତ୍ର ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ବଦଳିଲା ଭୋଟର ପରିଚୟ ପତ୍ରର ଠିକଣା। ମଙ୍ଗଳବାର (ନଭେମ୍ବର ୨୮)  ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ତାଙ୍କର ନୂଆ ଭୋଟର ପରିଚୟ ପତ୍ର ସେ  ଗ୍ରହଣ କରିଛନ୍ତି। ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ପି. କ୍ରିଷ୍ଣମୂର୍ତ୍ତି ତାଙ୍କୁ ଏହି…

ଡିସେମ୍ବର ୧ ରେ ତୁଳସୀ ଯାତ୍ରା, ସାରା ରାଜ୍ୟରୁ ସଂଗୃହୀତ ହେବ ତୁଳସୀ

ଭୁବନେଶ୍ବର: ଡିସେମ୍ବର ୧ ରେ କଂଗ୍ରେସ ପକ୍ଷରୁ ଆୟୋଜିତ ହେବ ତୁଳସୀ ଯାତ୍ରା । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଘୋଷଣା କରିଛନ୍ତି । ଭୁବନେଶ୍ବରରୁ ଶରଧାବାଲି ପର୍ଯ୍ୟନ୍ତ ହେବ ତୁଳସୀ ଯାତ୍ରା । ଶରଧାବାଲିରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ ହେବ ସଂଗୃହୀତ ତୁଳସୀ ।…

ସ୍କିଇଂ ବିଶ୍ୱକପ : ଅତ୍ୟଧିକ ଥଣ୍ଡା ଯୋଗୁ ପ୍ରତିଯୋଗୀଙ୍କ ପୁରୁଷାଙ୍ଗ ବରଫ ସଦୃଶ ହୋଇଗଲା

ନୂଆଦିଲ୍ଲୀ: ଶୀତକାଳୀନ ତଥା ବରଫରେ ଖେଳାଯାଉଥିବା ପ୍ରତିଯୋଗୀମାନେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ନିକଟରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଫିନଲାଣ୍ଡରେ ସ୍କିଇଂ ବିଶ୍ୱକପ ଅବସରରେ ପ୍ରତିଯୋଗୀ କେଲ ହାଫୱରସନଙ୍କ ପେନିସ…