କରୋନା କଟକଣା: ଅଯୋଧ୍ୟା ରାମନବମୀ ଉତ୍ସବରେ ବାହାର ଲୋକଙ୍କ ପ୍ରବେଶ ମନା
ଲକ୍ଷ୍ନୌ: ଅଯୋଧ୍ୟାର ରାମନବମୀ ଉତ୍ସବରେ ଲାଗିଲା କରୋନା କଟକଣା । ଏଠି ବାହାର ଲୋକଙ୍କ ପ୍ରବେଶକୁ ବ୍ୟାନ୍ କରାଯାଇଛି । ଏନେଇ ୟୁପି ସରକାରଙ୍କ ପକ୍ଷରୁ ଆଡଭାଇଜରି ଜାରି ହୋଇଛି । କରୋନା ଭୂତାଣୁକୁ ଆଖି ଆଗରେ ରଖି ପ୍ରଶାସନ କଡା କଟକଣା ଲଗାଇଛନ୍ତି ।
ଆଯୋଧ୍ୟାରେ ଆସନ୍ତା ୨୫ରୁ ଏପ୍ରିଲ ୨…