ବାଘ ସହିତ ମଜା କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା: ହାତକୁ କାମୁଡ଼ି କ୍ଷତାକ୍ତ କଲା
ଆଜିକାଲି ସୋସିଆଲ ମିଡ଼ିଆରେ ଭିଡ଼ିଓ କରିବା ପାଇଁ ସମସ୍ତେ ପାଗଳ । ଏଥିଲାଗି ସେମାନେ ନିଜ ଜୀବନକୁ ବାଜି ମଧ୍ୟ ଲଗାଇ ଦେଉଛନ୍ତି । ଏବେ ସେମିତି ଜଣେ ଯୁବକ ଭିଡ଼ିଓ ବନାଇବା ପାଇଁ ବାଘ ସହିତ ମଜା କରିବା ତାଙ୍କୁ ମହଙ୍ଗା ପଡ଼ିଛି । ଆଉ ବାଘଟି ତାଙ୍କର କ’ଣ କରିଛି ଦେଖିଲେ ଆପଣ ଚକିତ ହୋଇଯିବେ । ଏହି…