Latest Odisha News

BREAKING NEWS

ଜାଣନ୍ତୁ, ସଂସଦୀୟ କମିଟିରେ କେଉଁ ଓଡିଆ ସାଂସଦଙ୍କୁ ମିଳିଲା ସ୍ଥାନ

ଭୁବନେଶ୍ୱର: ଓଡିଶାର ପ୍ରାୟ ୧୭ ଜଣ ସାଂସଦଙ୍କୁ ଶନିବାର ଦିନ ପାର୍ଲିଆମେଣ୍ଟାରୀ ପ୍ୟାନେଲ୍ ତଥା ସଂସଦୀୟ କମିଟିରେ ସାମିଲ କରାଯାଇଛି । ଜାଣନ୍ତୁ, କେଉଁ କମିଟିରେ କିଏ ପାଇଲେ ସ୍ଥାନ- ଅର୍ଥ କମିଟି- ପୁରୀ ସାଂସଦ ପିନାକୀ ମିଶ୍ର ଓ ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ ବାଣିଜ୍ୟ କମିଟି-…

ଛାଡପତ୍ର ମାମଲା ଚାଲୁଥିବା ବେଳେ ମହିଳାଙ୍କୁ ମିଳିବ ପେନସନ୍: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଛାଡପତ୍ର ମାମଲା ଚାଲୁଥିବା ବେଳେ ସମ୍ପୃକ୍ତ ମହିଳାଙ୍କୁ ପେନସନ୍ ପ୍ରଦାନ କରାଯିବା ନେଇ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି । ଏସମ୍ପର୍କରେ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ବାର୍ଷିକ ୪୦ ହଜାରରୁ…

ଆଇଆଇଏମସିରେ ‘ହିନ୍ଦୀ ଦିବସ’ ପାଳିତ

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି)ରେ ଶୁକ୍ରବାର ଦିନ ‘ହିନ୍ଦୀ ଦିବସ’ ପାଳିତ ହୋଇଯାଇଛି । ଏହି ଅବସରରେ ଅତିଥିଭାବେ ଯୋଗଦେଇ ଶିକ୍ଷାବିତ ଡ. ଉମାଶଙ୍କର ପାଣ୍ଡେ କହିଛନ୍ତି, “ଦେଶର ସାଂସ୍କୃତିକ, ଧାର୍ମିକ ଓ ରାଜନୈତିକ ଭାବନାକୁ ଯୋଡ଼ିପାରିଛି ହିନ୍ଦୀ ଭାଷା । କେବଳ…

‘କୁଇନ’ ହେବେ ବର୍ଷା ପ୍ରିୟଦର୍ଶିନୀ !

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର 'ନିମକି'ର ସଫଳତା ପରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବେ ନଜର ଆସିବେ ଆଗାମୀ ଓଡ଼ିଆ ଚଳଚ୍ଚିତ୍ର 'କୁଇନ'ରେ । ବର୍ଷାଙ୍କ ବିପକ୍ଷରେ ନଜର ଆସିବେ ଅଭିନେତା ଜୟଜିତ ଦାସ । ମିଳିଥିବା ସୂଚନା ଅନୁସାରେ ହାସ୍ୟ ଅଭିନେତା ହରିହର ମହାପାତ୍ର ଓ ପାପି…

ଖୋର୍ଦ୍ଧାରେ ରୋଡ୍ ରୋମିଓକୁ ନିସ୍ତୁକ ପିଟିଲେ ଲୋକେ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁରେ ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ସ୍ଥାନୀୟ ଲୋକେ ସମ୍ପୃକ୍ତ ଯୁବକକୁ ଧରି ନିର୍ଧୁମ୍ ପିଟିଛନ୍ତି । ମିଳିଥିବା ସୂଚନାନୁଯାୟୀ କୁମାରଙ୍ଗା ଛକ ନିକଟରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଟିଉସନରୁ ଘରକୁ ଫେରୁଥିବା ବେଳେ ପାଖାପାଖି ୩ ଜଣ ଯୁବକ…

ଫୁଲ ରସିଆରେ: ଗୋଟିଏ ନୁହେଁ ଦୁଇଟି ଯା’

ଫୁଲ ରସିଆରେ... ଗୋଟିଏ ନୁହେଁ ଦୁଇଟି ଯା’ ସୂର୍ଯ୍ୟ ଦେଓ ଓଡ଼ିଆ ସିନେମାରୁ ଗୀତକୁୁ ଅଲଗା କରିବା ଅର୍ଥ ହେଉଛି ପରିପୂର୍ଣ୍ଣ ଜୀବନରୁ ଜୀବନକୁ କାଢ଼ିନେବା । ସଂପୂର୍ଣ୍ଣ ସ୍ୱପ୍ନହୀନତା ଓ ଆଶାଶୂନ୍ୟତାକୁ ନେଇ ଯେମିତି ଜୀବନର କଳ୍ପନା କରିହୁଏ ନାହିଁ, ସେମିତି ଗୀତିମୟତା ବିନା ଓଡ଼ିଆ…

କବିତା ଏକ ମିଜାଜ୍ ଓ କବି ତା’ର ବାଦଶାହ: ପ୍ରଦୀପ କୁମାର ପଣ୍ଡା

ପ୍ରଦୀପ କୁମାର ପଣ୍ଡା ସମକାଳୀନ ଓଡ଼ିଆ କବିତାର ଅନ୍ୟତମ ସିଦ୍ଧ ଓ ସଶ୍ରଦ୍ଧ ଉଚ୍ଚାରଣ । ସୌଭାଗ୍ୟ କୁମାର ମିଶ୍ରଙ୍କ ସମ୍ପାଦନାରେ ପ୍ରକାଶ ପାଉଥିବା ‘ଆସନ୍ତାକାଲି’ (୧୯୭୪) ପତ୍ରିକାରେ ପ୍ରକାଶ ପାଏ ତାଙ୍କର ପ୍ରଥମ କବିତା । ପ୍ରଥମ ବହି ପ୍ରକାଶ ପାଏ ୨୦୦୪ରେ ‘କାକପଦ’ ଶୀର୍ଷକରେ । ପରେପରେ…

୨୧ରେ ଭୁବନେଶ୍ୱର ଆସିବେ ଇସ୍ରୋ ମୁଖ୍ୟ

ଭୁବନେଶ୍ୱର: ରାଜଧାନୀସ୍ଥିତ ଆଇଆଇଟି ଭୁବନେଶ୍ୱରର ୮ମ କନଭୋକେସନ ଉତ୍ସବରେ ଯୋଗଦେବା ପାଇଁ ଇସ୍ରୋ ମୁଖ୍ୟ କେ. ଶିବନ ସେପ୍ଟେମ୍ବର ୨୧ ତାରିଖରେ ଗସ୍ତରେ ଆସୁଛନ୍ତି । ମିଳିଥିବା ସୂଚନାନୁଯାୟୀ ଏହି କନଭୋକେସନ୍ ଅବସରରେ କେ. ଶିବନ ଛାତ୍ରଛାତ୍ରୀମାନଙ୍କୁ ଚନ୍ଦ୍ରାୟାନ-୨ର ମୁନ୍ ମିଶନ୍…

ନୂଆ ଟ୍ରାଫିକ୍ ଆଇନ୍: ସମ୍ବଲପୁରରେ ଟ୍ରକକୁ ୬.୫୩ ଲକ୍ଷ ଜୋରିମାନା

ସମ୍ବଲପୁର: ଦେଶରେ ନୂଆ ଟ୍ରାଫିକ୍ ଆଇନ୍ କଡାକଡି କରାଯାଉଥିବା ବେଳେ ନିୟମ୍ ଉଲଘଂନକାରୀଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡୁଛି । ଏହି ଟ୍ରାଫିକ୍ ନିୟମ୍ ଉଲଘଂନ ଅଭିଯୋଗରେ ସମ୍ବଲପୁରରେ ଏକ ଟ୍ରକ୍ ଉପରେ ଲାଗିଛି ପ୍ରାୟ ୬.୫୩ ଲକ୍ଷ ଟଙ୍କାର ଜୋରିମାନା । ମିଳିଥିବା ସୂଚନାନୁଯାୟୀ ଏହା ଗତ…

ପୋଲିସ ଏନକାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧି ଆହତ

ବ୍ରହ୍ମପୁର/ଝାରସୁଗୁଡା: ଗଞ୍ଜାମ ଓ ଝାରସୁଗୁଡା ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ଶନିବାର ଦିନ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ପ୍ରଥମ ଘଟଣା ଘଟିଛି ବ୍ରହ୍ମପୁର ସହରର ଗୋଷାଁଣୀନୂଆଗାଁ ଅଞ୍ଚଳରେ ଥିବା ଜୟଶ୍ରୀ କେମିକାଲ୍ ରୋଡରେ । ଏହି ରୋଡରେ କୋକେ ଓ…