ଆଜି ଦେଶ ପାଳୁଛି ୫୨ତମ ବିଜୟ ଦିବସ : ଭାରତୀୟ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ବିଜୟ ଦିବସ। ଭାରତୀୟ ଯବାନଙ୍କ ବୀରତ୍ବକୁ ମନେ ପକାଉଛି ଭାରତବର୍ଷ। ଏହି ଅବସରରେ ଆଜି ନ୍ୟାସନାଲ ଓ୍ବାର ମେମୋରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଆର୍ମି ମୁଖ୍ୟ…