Latest Odisha News

BREAKING NEWS

କୁଆଖାଇରେ ବୁଡ଼ି ଯାଇ ୨ ମୃତ, ୨ ଜଣ ନିଖୋଜ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ କୁଆଖାଇ ନଦୀରେ ଅଘଟଣ । ଗାଧୋଇବା ବେଳେ ବୁଡ଼ି ଯାଇ ୨ ଜଣ ନିଖୋଜ ହୋଇ ଯାଇଥିବା ବେଳେ ଅନ୍ୟ ୨ ଜଣ ନିଖୋଜ ହୋଇ ଯାଇଛନ୍ତି । ମଙ୍ଗଳବାର ଏ ଅଘଟଣ ଘଟିଛି । ମିଳିଥିବା ସୂଚନା ଅନୁସାରେ, ୮ ଜଣ ସାଙ୍ଗ ଭୁବନେଶ୍ୱରରୁ ବାଲିଅନ୍ତା ଥାନା ଅନ୍ତର୍ଗତ କୁଆଖାଇ ପଠାରେ…

୧୦୦ କୋଟି କ୍ଲବରେ ସାମିଲ ହେଲା ସତ୍ୟପ୍ରେମ କି କଥା

ମୁମ୍ବାଇ: ଗତ ୨୯ ତାରିଖରେ ରିଲିଜ୍ ହୋଇଥିବା ବଲିଉଡ ଅଭିନେତା କାର୍ତ୍ତିକ ଆରୟନ୍ ଏବଂ କିଆରା ଆଡଭାନୀଙ୍କ ଅଭିନିତ ଫିଲ୍ମ ‘ସତ୍ୟପ୍ରେମ କି କଥା’ ବକ୍ସ ଅଫିସରେ ସୁପରହିଟ୍ ହୋଇଛି । ଏହି ଯୋଡ଼ିକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ରିଲିଜ୍ ପରଠାରୁ ଏହି ଫିଲ୍ମ ଭଲ ବ୍ୟବସାୟ କରିଛି । ଏବେ ଏହି…

କନ୍ୟାର ଅଜବ ସର୍ତ୍ତ: ୪ ହଜାରରୁ କମ୍ ମୂଲ୍ୟର ଉପହାର ଆଣିବାକୁ କଲେ ବାରଣ

ବ୍ରିଟେନ୍‌: ପ୍ରତ୍ୟେକ ବିବାହରେ ନିମନ୍ତ୍ରିତ ଅତିଥି ସାଙ୍ଗରେ କିଛି ଉପହାର ନେଇ ଯାଇଥାନ୍ତି । ସେହି ଉପହାରକୁ କନ୍ୟା ହାତରେ ଦେବା ସହ ଦାମ୍ପତ୍ୟ ଜୀବନ ଖୁସିରେ କଟୁ ବୋଲି ବରକନ୍ୟାକୁ ଆଶିର୍ବାଦ ଦେଇଥାନ୍ତି । ଲୋକେ ନିଜ ସାମର୍ଥ୍ୟ ଅନୁଯାୟୀ ଉପହାର ଦେଇଥାନ୍ତି । ହେଲେ ବ୍ରିଟେନ୍‌ର ଜଣେ…

ହାତରେ ସିଗାରେଟ୍ ଧରି ଶୋ’ ହୋଷ୍ଟ କଲେ ସଲମାନ

ବମ୍ବେ: ବଲିଉଡ଼ର ଭାଇଜାନ୍ ତଥା ସଲମାନ ଖାନ୍ ଏବେ ଖୁବ୍ ଚର୍ଚ୍ଚାରେ । ବିଗ୍‌ବସ୍ ଓଟିଟି ସିଜିନ ୨ ଶୋକୁ ସଲମାନ ହାତରେ ସିଗାରେଟ୍ ଧରି ହୋଷ୍ଟ କରିଥିବା ନଜର ଆସିଛନ୍ତି । ଏହାର ଅନେକ ଭିଡିଓ ଏବଂ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡ଼ିଓ ଓ ଫଟୋ ଦେଖିବା ପରେ ଭାଇଜାନଙ୍କ ଏପରି…

ନିଜକୁ ଡ଼ାହାଣୀ ପରି ସଜ୍ଜେଇଲେ ସୁନ୍ଦରୀ ଯୁବତୀ : ଏବେ ଯିଏ ଦେଖୁଛି, ସିଏ ଡ଼ରୁଛି

ଲଣ୍ଡନ: ସୋସିଆଲ ମିଡ଼ିଆରେ ଆମକୁ ଅନେକ ଅଜବ ଅଜବ ଜିନିଷ ଦେଖିବାକୁ ମିଳିଥାଏ । ଏଇ ଯେମିତି ନିକଟରେ ଜଣେ ମହିଳା ସୋସିଆଲ ମିଡିଆରେ ତାଙ୍କର ଅନେକ ଫଟୋ ସେୟାର କରିଛନ୍ତି । ଏହି ଫଟୋକୁ ଦେଖିବା ପରେ ଅନେକ ତାଙ୍କୁ ଡ଼ାହାଣୀ ବୋଲି କହିଛନ୍ତିି । ଆଉ ଯିଏ ତାଙ୍କୁ ଦେଖୁଛି, ଅନ୍ୟ ଗ୍ରହରୁ ଆସିଥିବା…

ମହାରାଷ୍ଟ୍ର ରାଜନୀତି, ହାତ ଛାଡ଼ିଦେବେ ସାଥୀ, ଏକା ହୋଇଯିବେ ସିନ୍ଦେ!

ଭୁବନେଶ୍ୱର: ମହାରାଷ୍ଟ୍ର ରାଜନୀତିରେ ପ୍ରତି ମୁହୂର୍ତ୍ତରେ କିଛି କିଛି ପରିବର୍ତ୍ତନ ହୋଇଚାଲିଛି। ଆଗକୁ ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଓ ବିଭାଗ ବଣ୍ଟନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମନ୍ତ୍ରୀମଣ୍ଡଳରେ ଅଜିତ ପାୱାର…

ବିରୋଧୀଙ୍କୁ ଧୋକା ଦେବେ ନୀତିଶ !

ଭୁବନେଶ୍ୱର: ବିରୋଧୀ ଏକତା ବୈଠକକୁ କାଉଣ୍ଟର କରିବ ଏନଡିଏ ବୈଠକ। ବିଜେପିକୁ ଶାସନରୁ ହଟାଇବା ପାଇଁ ବିରୋଧୀ ଦଳ ଗୁଡିକ ଏକ ହେଉଛନ୍ତି। ବିରୋଧୀଙ୍କ ପ୍ରଥମ ବୈଠକ ପାଟନାରେ ହୋଇସାରିଥିବା ବେଳେ ଦ୍ଵିତୀୟ ବୈଠକ ଆସନ୍ତା ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁରେ ହେବ। ସେଥିପାଇଁ ବିରୋଧୀ ଦଳ ଗୁଡିକ…

ମନାଲିରେ ବନ୍ୟାଜଳରେ ଫସିଲେ ଅଭିନେତା ରୁସଲାନ: କଲେ ଭିଡିଓ ସେୟାର

ମୁମ୍ବାଇ: ପ୍ରବଳବର୍ଷା ଯୋଗୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ଲୋକ ଜଳବନ୍ଦୀରେ ରହିଛନ୍ତି । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ମନାଲିରେ ବନ୍ୟାଜଳରେ ଫସି ରହିଛନ୍ତି ଛୋଟ ପରଦାର ଲୋକପ୍ରିୟ ଅଭିନେତା ରୁସଲାନ ମୁମତାଜ । ସେ…

ଓଟିପି ସ୍କାମ ମାମଲା, ଦେଶରେ ୧୦୦ରୁ ଅଧିକ ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଥିଲା ଅଭିଯୁକ୍ତ !

ଭୁବନେଶ୍ୱର: ପୂର୍ବରୁ ଓଡ଼ିଶା ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ୍) ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜାମ୍ବୁରେଙ୍କ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହ ଓଟିପି ସେୟାରିଂର ସମ୍ବେଦନଶୀଳ ମାମଲାରେ ଆହୁରି ଅନେକ ଗୁମର ଫିଟିବାର ସମ୍ଭାବନା ରହିଛି। ଜାତୀୟ ତଦନ୍ତକାରୀ ସଂସ୍ଥା…

ଅଡ଼ୁଆରେ ଡିଏନ୍‌ ଗ୍ରୁପ, ଲୁଚାଛପାରେ କ୍ୟାସ୍ ନେଇ ୯୦ କୋଟି ଟିକସ ଫାଙ୍କିଛି !

ଭୁବନେଶ୍ୱର: ଅଡ଼ୁଆରେ ପଡ଼ିଲା ଡିଏନ୍‌ ଗ୍ରୁପ। ୨୧୦ କୋଟିର ଲୁଚାଛପା କ୍ୟାସ୍‌ ନେଇ ୯୦ କୋଟି ଟିକସ ଫାଙ୍କିଛି ଏହି କମ୍ପାନୀ। ଆୟକର ବିଭାଗକୁ ଏହି ସୂଚନା ମିଳିଛି। ୯୦ କୋଟି ଟିକସ ଫାଙ୍କି ଥିବା ନେଇ ଆୟକର ବିଭାଗକୁ ଏହି ତଥ୍ୟ ମିଳିଥିବା ସୂଚନା ରହିଛି। ଚଢ଼ାଉ ବେଳେ ଜବତ ଦସ୍ତାବିଜରୁ ଆୟକର…