Latest Odisha News

BREAKING NEWS

ଦାୟିତ୍ୱ ନେଉ ନେଉ ମୋହନଙ୍କ ବଡ଼ ନିଷ୍ପତ୍ତି, ଆଉ ଧାର୍ମିକ ସ୍ଥାନରେ ବାଜିବନି ମାଇକ୍‌

ଭୋପାଳ :ଏଣିକି କୌଣସି ଧାର୍ମିକ ସ୍ଥାନରେ ଉଚ୍ଚ ସ୍ୱରରେ ମାଇକ୍ ବାଜି ପାରିବ ନାହିଁ । ଏହାକୁ ସମ୍ପୂର୍ଣ୍ଣ ନିଷେଧ କରିଛନ୍ତି ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରୁ କରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମଧ୍ୟପ୍ରଦେଶର ଧାର୍ମିକ…

ଋତୁସ୍ରାବ ସମସ୍ୟା ନୁହେଁ, ‘ଦରମା ଛୁଟି’ ନିୟମ ଆବଶ୍ୟକତା ନାହିଁ: କହିଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ଅନେକ ଦିନ ଧରି ମହିଳାମାନଙ୍କର ଋତୁସ୍ରାବ ସମୟରେ ଦରମା ସହିତ ଛୁଟି ନୀତିକୁ ବିରୋଧ କରିଛନ୍ତି କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ । ସେ କହିଛନ୍ତି, ଋତୁସ୍ରାବ ଏକ ସମସ୍ୟା ନୁହେଁ, ତେଣୁ ଏଥିପାଇଁ ଦରମା ସହିତ ଛୁଟି ପାଇଁ ଏକ ସ୍ୱତନ୍ତ୍ର ନିୟମ କରିବାର…

ପୁଟିନ୍ ସହଯୋଗୀଙ୍କ ସନ୍ଦେହଜନକ ମୃତ୍ୟୁ: ଆପାର୍ଟମେଣ୍ଟରୁ ମିଳିଲା ମୃତଦେହ

ମସ୍କୋ :ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହଯୋଗୀ ତଥା ତାଙ୍କର ପ୍ରିୟ ଖବରକାଗଜର ଡେପୁଟି ଏଡିଟର-ଇନ୍ ଚିଫ୍ ଆନ୍ନା ସରେଭାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ୩୫ ବର୍ଷୀୟା ଆନ୍ନାଙ୍କ ମୃତଦେହ ମସ୍କୋର ବୋଲ୍‌ଶୋୟ ଟିଶିନ୍‌ସ୍କି ଲେନ୍ ବାସଭବନରୁ ଉଦ୍ଧାର କରାଯାଇଛି । ଆନ୍ନାଙ୍କ…

ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣର ୫ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଟାଟାଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍ସ) ୨୦୨୩ର ୧୭ତ ସଂସ୍କରଣର ଶ୍ରଷ୍ଠ ୫ ଜଣ ବିଜେତାଙ୍କ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ସମ୍ବର୍ଦ୍ଧିତ କରିଛନ୍ତି । ଏହି ସଂସ୍କରଣରେ ୨୦ ଜିଲ୍ଲାର ପ୍ରାୟ ୮୦…

ଆଉ ପରିଦର୍ଶକଙ୍କୁ ମିଳିବନି ପାର୍ଲାମେଣ୍ଟ ପାସ୍‌

ନୂଆଦିଲ୍ଲୀ: ଆଉ ପରିଦର୍ଶକଙ୍କୁ ମିଳିବନି ପାର୍ଲାମେଣ୍ଟ ପାସ୍ । ବିମାନ ବନ୍ଦର ପରି ହେବ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ପରିଦର୍ଶକଙ୍କ ପାଇଁ ବନ୍ଦ ହେଲା ପାର୍ଲାମେଣ୍ଟ ଦ୍ୱାର । ବୁଧବାର ସଂସଦରେ ଏକ ବଡ଼ ସୁରକ୍ଷା ତ୍ରୁଟି ପରେ ଏହି ନିଷ୍ପତ୍ତି ନେଇଛନ୍ତି ଲୋକସଭା ପରିଚାଳନା ସଚିବ ।…

ଧୂମଧାମରେ ଶପଥ ନେଲେ ଛତିଶଗଡ-ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଓ ମୋହନ ଯାଦବ

ନୂଆଦିଲ୍ଲୀ:ଛତିଶଗଡ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଷ୍ଣୁଦେଓ ସାଏ ଓ ମୋହନ ଯାଦବ । ୪ଥର ଲୋକ ସଭା ସାଂସଦ ଏବଂ ତିନି ଥର ବିଧାୟକ ଭାବେ ଜିତି ଆସିଥିବା ବିଷ୍ଣୁଦେଓ ସାଏଙ୍କ ମୁଣ୍ଡରେ ବନ୍ଧା ହେଲା ଛତିଶଗଡ ମୁକୁଟ । ସେହିପରି ରାଜ୍ୟ ଶାଖା ମୁଖ୍ୟ ଅରୁଣ ସାଓ ଏବଂ ବିଜୟ…

ନିଆରା ଯୋଡ଼ି: ବେଦୀର ଆଗରେ ଚାଲିଲେ କନ୍ୟା, ପଛରେ ହ୍ୱିଲ ଚେୟାରରେ ଗଲେ ବର

ନୂଆଦିଲ୍ଲୀ: କଥାରେ ଅଛି ଭଗବାନ ଉପରୁ ହିଁ ଯୋଡ଼ି ଠିକ୍ କରିଥାନ୍ତି । ଏମିତି ଏକ ନିଆରା ଯୋଡ଼ିକୁ ଦେଖିବାକୁ ମିଳିଛି ଏକ ଭାଇରାଲ ଭିଡ଼ିଓରେ । ଯେଉଁଥିରେ ବେଦୀରେ ଜଣେ କନ୍ୟା ଆଗେ ଆଗେ ଚାଲିଥିବା ବେଳେ ବର ହୁଇଲ୍ ଚେୟାର ବସି କନ୍ୟା ପଛରେ ବୁଲୁଛନ୍ତି । ଏହି ଭିଡ଼ିଓକୁ ଦେଖିବା ପରେ ଅନେକ ଲୋକ…

ମୋ ପୁଅ ଦୋଷ କରିଥିଲେ ଫାଶୀ ଦେଇଦିଅ: ଏମିତି କହିଲେ ଅନୁପ୍ରବେଶକାରୀଙ୍କ ବାପା

ନୂଆଦିଲ୍ଲୀ: ଯଦି ମୋ ପୁଅ କିଛି ଭୁଲ କରିଛି ତେବେ ତାଙ୍କୁ ଫାଶୀ ଦିଆଯିବା ଉଚିତ୍ । ଏଥିରେ ମୋର କୌଣସି ଆପତ୍ତି ନାହିଁ । ଏମିତି କିଛି କହିଛନ୍ତି ସଂସଦ ଭିତରେ ପଶି ଧୂଆଁ ସ୍ପ୍ରେ କରିଥିବା ଅଭିଯୁକ୍ତ ମନୋରଞ୍ଜନ ଗୌଡ଼ାଙ୍କ ବାପା ଦେବରାଜ ଗୌଡା । ବୁଧବାର ଲୋକସଭା ଚାଲିଥିବା ବେଳେ ଦୁଇ ଜଣ…

ସଂସଦ ଭବନକୁ ୫ ଜଣ ଆସିଥିଲେ, ୪ ଜଣଙ୍କ ମୋବାଇଲ ନେଇ ପଞ୍ଚମ ବ୍ୟକ୍ତି ଫେରାର ହୋଇଗଲେ

ନୂଆଦିଲ୍ଲୀ: ସଂସଦ ଭବନରେ ଅଜଣା ବ୍ୟକ୍ତି ପଶିବା ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । କୁହାଯାଉଛି, ସଂସଦ ଭବନ ଭିତରକୁ ୪ ଜଣ ନୁହେଁ, ୫ ଜଣ ବ୍ୟକ୍ତି ଆସିଥିଲେ । ସଂସଦ ବାହାର ଓ ଭିତରୁ ୪ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି । ୪ ଜଣ ଅଭିଯୁକ୍ତ ହେଲେ ନୀଲମ,…

ବିଜେପି ଏମପିଙ୍କ ସମ୍ପର୍କୀୟ କହି ସଂସଦରେ ପଶିଥିଲେ ୨ ଅଭିଯୁକ୍ତ; ଅଟୋଚାଳକ ଓ ତାଙ୍କ ପତ୍ନୀଙ୍କ ସମେତ ୬ ଗିରଫ

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ବ୍ୟବସ୍ଥାକୁ ନେଇ ଦିଲ୍ଲୀ ପୋଲିସ ଏବେ ଆକ୍ସନ ମୋଡରେ ଅଛି । ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇଛି । କୁହାଯାଉଛି, ଚାରି ଅଭିଯୁକ୍ତ ଗୁରୁଗ୍ରାମର ସେକ୍ଟର-୭ ହାଉସିଂ ବୋର୍ଡ କଲୋନୀରେ ଗତକାଲିଠାରୁ ରହୁଥିଲେ। ଚାରିଜଣ ଯାକ ବିକ୍କି…