ଜମି ପଟ୍ଟା ନୁହେଁ ଗରିବ ଲୋକଙ୍କୁ ପ୍ରତାରଣାର କାଗଜ ବାଣ୍ଟୁଛନ୍ତି ସରକାର-କଂଗ୍ରେସ
ଭୁବନେଶ୍ୱର: ଜାଗା ମିସନ୍ରେ ଜମି ପାଇବା ପାଇଁ ଯିଏ ପାରୁଛି ସିଏ ସରକାରୀ ଜାଗା ଜବରଦଖଲ କରୁଛି । ତାହା ପୁଣି ସ୍ଥାନୀୟ ଗୁଣ୍ଡା ଓ ସରକାରୀ ବାବୁଙ୍କ ସହଯୋଗରେ। ଏହି ଜାଗାକୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରା ଚାଲିଛି। ଧରାପଡ଼ିବା ବେଳେ କେବଳ ଯିଏ ଟଙ୍କା ଦେଇ ସରକାରୀ ଜମି କିଣୁଛି ସେ ହିଁ…