Latest Odisha News

BREAKING NEWS

ସର୍ବାଧିକ ହଲିଉଡ ଚଳଚ୍ଚିତ୍ର କରି ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି ଏହି ଭାରତୀୟ ଅଭିନେତା

ମୁମ୍ବାଇ: ଇରଫାନ୍ ଖାନ୍ ଆଉ ଆମ ସହିତ ନାହାଁନ୍ତି, କିନ୍ତୁ ଆଜି ବି ତାଙ୍କ ପ୍ରଶଂସକମାନେ ତାଙ୍କୁ ବହୁତ ମିସ୍ କରନ୍ତି। ବର୍ଷ ବର୍ଷ ଧରି ବଲିଉଡ ଆମକୁ ଅନେକ ମହାନ ଚଳଚ୍ଚିତ୍ର ଦେଇଛି। ଆଲିଆ ଭଟ୍ଟ, ସାମନ୍ଥା ଋଥ ପ୍ରଭୁ, ପ୍ରିୟଙ୍କା ଚୋପ୍ରା, ଇରଫାନ ଖାନ, ଦୀପିକା ପାଦୁକୋନଙ୍କ ସମେତ ଅନେକ…

ଶରୀର ପାଇଁ ଉପକାରୀ ଛତୁ, ରହିଛି ଅନେକ ପୋଷକ ତତ୍ତ୍ୱ ସହ ଔଷଧୀୟ ଗୁଣ

ଆମେ ସମସ୍ତେ ଜାଣିଛେ ଛତୁ ଆମ ସ୍ୱାସ୍ଥ୍ୟ ପାଇଁ ହିତକାରକ । ମେଦବହୁଳତା ରୋଗିଙ୍କ ପାଇଁ ଛତୁ ଅତ୍ୟନ୍ତ ଉପାଦେୟ । ଛତୁ ଖାଇବା ଦ୍ୱରା ଉଚ୍ଚ ରକ୍ତଚାପ ମଧ୍ୟ ନିୟନ୍ତ୍ରଣ ହୋଇଥାଏ । ଛତୁରେ ଅନେକ ପୋଷକ ତତ୍ତ୍ୱ ସହ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଛତୁରେ ଅନେକ ମହତ୍ୱପୁର୍ଣ୍ଣ ମିନେରାଲ ଓ…

ଲଗାଣ ବର୍ଷା ଯୋଗୁଁ ୧୭ଟି ଟ୍ରେନ୍ ବାତିଲ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ପ୍ରବଳ ବର୍ଷା। ବର୍ଷା ଯୋଗୁଁ ନଦୀର ଜଳସ୍ତର ବିପଦ ସଙ୍କେତ ନିକଟରେ ପହଞ୍ଚିଛି। ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭାରତୀୟ ରେଳ ଟ୍ରେନରେ ମଧ୍ୟ ଲଗାଣ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ…

ଶ୍ରୀଲଙ୍କାର ୨ କୋଟି ଲୋକଙ୍କୁ ଭାରତ ଦେଲା ଭରସା; ଖୁସିରେ ଝୁମିଲା କଲମ୍ବୋ

କଲମ୍ବୋ: ଭାରତ ସାମୁଦ୍ରିକ ପଡୋଶୀ ଶ୍ରୀଲଙ୍କା ପା୍ଇଁ ପୁଣି ଖୋଲି ଦେଇଛି ହୃଦୟ । ବଡ ଭାଇ ପରି ବଢାଇଛି ସହାୟତାର ହାତ । ଶ୍ରୀଲଙ୍କା ଏବେ ସାଂଘାତିକ ଆର୍ଥିକ ସ୍ଥିତି ଦେଇ ଗତି କରୁଥିବାବେଳେ ଏଥିରୁ ମୁକୁଳିବା ପାଇଁ ସବୁପ୍ରକାର ସହାଯ୍ୟ କରିବ ବୋଲି ଘୋଷଣା କରିଛି ଭାରତ । କଲମ୍ବୋରେ…

ଭାରତର ମନସୁନ୍ ଡେଷ୍ଟିନେଶନ

କିଛି ଲୋକଙ୍କୁ ବର୍ଷା ଦିନରେ ବୁଲିବାରେ ଆନନ୍ଦ ମିଳେ। ସେଥିପାଇଁ କିଛି ପର୍ଯ୍ୟଟକ ବର୍ଷା ଆସିଲେ ଏମିତି କିଛି ସ୍ଥାନକୁ ବୁଲିବାକୁ ଚାହାନ୍ତି ଯେଉଁଠି ସେମାନେ ବର୍ଷାକୁ ଉପଭୋଗ କରିବା ସହିତ ପ୍ରକୃତିର ମଜା ନେଇପାରିବେ। କୌଶାନି କୌଶାନି ଉତ୍ତରପ୍ରଦେଶର ଏକ ଛୋଟ ଗାଁ, ଯାହା ନିଜର…

ଜେକେଏଲଫ୍‌ର ପୂର୍ବତନ ଆତଙ୍କବାଦୀ ରଚୁଥିଲେ ଷଡଯନ୍ତ୍ର, ଖବର ପାଇ ଚଢଉ କଲା ଶ୍ରୀନଗର ପୋଲିସ

ଶ୍ରୀନଗର: ଜମ୍ମୁ-କଶ୍ମୀର ଲିବରେସନ୍ ଫ୍ରଣ୍ଟ (ଜେ.କେ.ଏଲ୍.ଏଫ୍) ର କିଛି ପୂର୍ବତନ ଆତଙ୍କବାଦୀ ଏବଂ ହୁରିୟତ କନଫରେନ୍ସର କିଛି ପୂର୍ବତନ ସଦସ୍ୟ ମିଳିତ ଭାବେ ଶ୍ରୀନଗରରେ ଗୁପ୍ତ ବୈଠକ କରୁଥିଲେ। ଏହି ସମୟରେ ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ପଚରାଉଚରା ପାଇଁ ଉଠାଇ ନେଇଛି।…

ଓଡ଼ିଶାରେ ନିଅଣ୍ଟିଆ ବର୍ଷା: ୨୨ ଜିଲ୍ଲାର ସ୍ଥିତି ସାଂଘାତିକ

ଭୁବନେଶ୍ୱର:ଗତ ତିନି ଧରି ଉତ୍ତରଭାରତରେ ବର୍ଷା ପ୍ରଳୟ ରଚୁଥିବାବେଳେ ଶୁଖିଲା ପଡିଛି ଉପକୂଳ ଅଞ୍ଚଳ । ଓଡ଼ିଶାରେ ବର୍ଷାଭାବ ଯୋଗୁ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି । ନିଅଣ୍ଟିଆ ବର୍ଷାକୁ ଦେଖି ମୁଣ୍ଡରେ ହାତ ଦେଲାଣି ଚାଷୀ । ଓଡ଼ିଶାର ୨୨ ଜିଲ୍ଲାରେ ବର୍ଷାର ଦେଖା ନାହିଁ । ବିଶେଷ…

ଗଛ ମାନବ ଶ୍ରୀନାଥ, ଜୀବନ କାଳ ମଧ୍ୟରେ ଲଗାଇଛନ୍ତି ୨୦୦୦ରୁ ଉର୍ଦ୍ଧ୍ୱ ଗଛ

ବାରିପଦା: ନିଜର ଉଦ୍ୟମ ଓ ଚେଷ୍ଟା ବଳ ରେ ଆଜି ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ସେ ଉଦାହରଣ। ହଜାର ହଜାର ଗଛ ଲଗାଇ ସେ ଆଜି ଗଛ ମାନବ ଭାବେ ବେଶ ପରିଚିତ। ଖାଲି ସେତିକି ନୁହେଁ ନିଜେ ଗଛ ଲଗାଇବା ସହିତ ଅନ୍ୟ ମାନେ କିଭଳି ଗଛ ଲଗାଇବେ ସେନେଇ ନିଜର ଉଦ୍ୟମ ଜାରି ରଖିଛନ୍ତି ସେ। ଏ ହେଉଛି…

ସିଦ୍ଧି ପରିଶ୍ରା କାଣ୍ଡ: ବୟାନ ଜାରିକଲେ ପୀଡିତ ଦଶମତ, ସରକାରଙ୍କ ପାଖରେ ରଖିଲେ ଏମିତି ଦାବି

ସିଦ୍ଧି: ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ଆଦିବାସୀ ଦଶମତ ରାୱତଙ୍କ ଉପରେ ସ୍ଥାନୀୟ ପ୍ରବେଶ ଶୁକ୍ଳା ନାମକ ଜଣେ  ବ୍ୟକ୍ତି ପରିଶ୍ରା କରିବା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଏହି ଘଟଣାକୁ ଆହୁରି ରୋଚକ କରିଥିଲା ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଯେତେବେଳେ ପୀଡିତ ଦଶମତଙ୍କ…

ଲକ୍ଷ୍ୟ ପୂରଣ କଲେ ଲକ୍ଷ୍ୟ ସେନ, ଜିତିଲେ କାନାଡା ଓପନ

ନୂଆଦିଲ୍ଲୀ: ଭାରତର ଉଦୀୟମାନ ବ୍ୟାଡମିଂଟନ ଖେଳାଳି ଲକ୍ଷ୍ୟ ସେନ କାନାଡା ଓପନ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେ ଅଲ ଇଂଲଣ୍ଡ ଚାମ୍ପିୟନ ଚୀନର ଲି ଶୀ ଫେଙ୍ଗଙ୍କୁ ପରାସ୍ତ କରିଥିଲେ । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାକୁ ଲକ୍ଷ୍ୟ ୨୧-୧୮ ଓ ୨୨-୨୦ରେ ଜିତିଥିଲେ । ୨୦୨୩ରେ ଏହା…