Latest Odisha News

BREAKING NEWS

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ, ୫୦ ଜଣଙ୍କୁ ମିଳିଲା ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ

ଭୁବନେଶ୍ୱର: ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ୫୦ ଜଣଙ୍କୁ ମିଳିଛି ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ। ରାଜ୍ୟ ଆରକ୍ଷୀ ବାହିନୀ, ରାଜ୍ୟ ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀ ଏବଂ ଓଡ଼ିଶା କାରାଗାର ସଂସ୍ଥା ଓ ସଂସ୍କାର ସେବାର ମୋଟ ୫୦ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ…

ପାପର ପ୍ରାୟଶ୍ଚିତ ପାଇଁ ମହୋଦଧିରେ ସ୍ନାନ କଲେ କଂସ ମହାରାଜ, ମହାପ୍ରଭୁଙ୍କ କ୍ଷମା ମାଗିଲେ

ପୁରୀ: ସରିଲା ବିଶ୍ବ ପ୍ରସିଦ୍ଧ ବରଗଡର ଧନୁଯାତ୍ରା । କଂସ ବଧ ସହିତ ଶେଷ ହୋଇଛି ଧନୁଯାତ୍ରା । କଂସ ବଦ୍ଧ ପରେ ମଥୁରା ନଗରୀକୁ ଫେରିଛନ୍ତି କୃଷ୍ଣ ଓ ବଳରାମ । ସେପଟେ ଧନୁଯାତ୍ରା ସାରି ପୁରୀରେ ପହଞ୍ଚିଛନ୍ତି ମହାରାଜ କଂସ ଭୂମିକାରେ ଅଭିନୟ କରିବା ଥିବା ହୃଷିକେଶ ଭୋଇ । ଧନୁଯାତ୍ରାରେ…

କିଏ ପ୍ରଥମ ମହିଳା ମାହୁନ୍ତ ତ କିଏ ପାହାଡିଆ ଜମିରେ ଲଗାଇଛନ୍ତି ୫୦୦୦ ଗଛ, ଜାଣନ୍ତୁ ପଦ୍ମ ବିଜେତା ସେହି ହୀରା ମାନଙ୍କ…

ଭୁବନେଶ୍ଵର: ଘୋଷଣା ହୋଇଛି ସମ୍ମାନଜନକ ପଦ୍ମ ପୁରସ୍କାରତାଲିକା । ବିଭିନ୍ନ ବର୍ଗରେ ଭଲ କାମ କରିଥିବା ବ୍ୟକ୍ତିଙ୍କ ନାମ ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ବିଜେତା ମାନଙ୍କ ତାଲିକାରେ କିଛି ଏପରି ଲୋକଙ୍କ ନାମ ଅଛି, ଯେଉଁମାନେ ପଙ୍କରେ ପଦ୍ମ ପରି ତାଙ୍କ ଉଚ୍ଚତର କାମ…

‘ବୀର ଗାଥାର ତୃତୀୟ ସଂସ୍କରଣ’ ପ୍ରତିଯୋଗିତା ଉତ୍ସବ, ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଭିଭାଷଣ ପଢି ଗୌରବ ଆଣିଲେ ଓଡ଼ିଆ ଝିଅ

କଟକ: କଟକ ତଥା ସମଗ୍ର ଓଡିଶା ପାଇଁ ଗୌରବ ଆଣିଲେ ଓଡିଆ ଝିଅ ବର୍ଣ୍ଣାଳୀ ସାହୁ । ଗୁରୁବାର ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ‘ବୀର ଗାଥାର ତୃତୀୟ ସଂସ୍କରଣ’ ପ୍ରତିଯୋଗିତାର ସମ୍ମାନ ପ୍ରଦାନ ଉତ୍ସବରେ ପ୍ରତିରକ୍ଷାମନ୍ତ୍ରୀଙ୍କ ଅଭିଭାଷଣ ପଢି ଚର୍ଚ୍ଚାରେ ଏବେ…

ନୀତୀଶ ତେଜସ୍ୱୀଙ୍କ ମଝିରେ ଖାଲି ପଡ଼ିଲା ଚେୟାର, ପଦୁଟିଏ ବି କଥା ହେଲେନି

ପାଟଣା: ବିହାରର ଶାସକ ଦଳ ମେଣ୍ଟରେ ଥିବା ଜେଡିୟୁ ଓ ଆରଜେଡି ମଧ୍ୟରେ ସବୁ କିଛି ଠିକ୍‌ ନାହିଁ। ଏକଥା ପୂର୍ବରୁ ଆକଳନ କରାଯାଉଥିଲା। ଯାହାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଏକାଠି ସରକାର ଗଢ଼ିବା ପରେ ପ୍ରାୟତଃ ସବୁ ସମୟରେ ଏକାଠି ନଜର ଆସୁଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ…

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ରେ ପ୍ରଥମ ଥର ପାଇଁ ପ୍ରଦର୍ଶିତ ହେଲା ଆଦିବାସୀମାନଙ୍କ “ପବିତ୍ର…

ଭୁବନେଶ୍ଵର: ଭୁବନେଶ୍ବର ସ୍ଥିତ ମହାତ୍ମା ଗାନ୍ଧୀମାର୍ଗରେ ପାଳିତ ହୋଇଯାଇଛି ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ । ରାଜ୍ୟପାଳ ରଘୁବର ଦାସ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପରେଡରେ ଅଭିବାଦନ ଗ୍ରହଣ କରିବା ସହିତ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ…

କାର୍ଯ୍ୟରେ ଅବହେଳା ଅଭିଯୋଗ; ନିଲମ୍ବିତ ହେଲେ ଆରପିଏଫ ଇନ୍ସପେକ୍ଟର ଧର୍ମେନ୍ଦ୍ର ମିଶ୍ର

ବଲାଙ୍ଗୀର: ଲୋକ କଥା ରହିଛି ଯେ, ଯିଏ ଭୁଲ୍ କାମ କରୁଛି ସିଏ ଯେତିକି ଦୋଷୀ, ଆଉ ସେହି ଲୋକକୁ ଯିଏ ସହଯୋଗ କରୁଛି କିମ୍ବା ତାହା ଭୁଲ୍ ଦେଖି ଯିଏ ଚୁପ୍ ରହୁଛି ସେ ତା ଠାରୁ ମଧ୍ୟ ବଡ ଦୋଷୀ । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡରେ । କାର୍ଯ୍ୟରେ ଅବହେଳା…

ବାଲୁକାକଳାରେ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣେଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଦେଶ ପାଳୁଛି ୭୫ତମ ସାଧାରଣତନ୍ତ୍ର ଦିବସ । ସେଥିପାଇଁ ସବୁଠି ଉତ୍ସାହ । ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦେଶବାସୀଙ୍କୁ ବାଲୁକାକଳାରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା କରି ସେଥିରେ ହୀନ୍ଦିରେ ମେରା ଭାରତ୍…

ଶୋଏବଙ୍କ ତୃତୀୟ ବିବାହ ପରେ ଚର୍ଚ୍ଚାରେ ସାନିଆଙ୍କ ପୋଷ୍ଟ

ନୂଆଦିଲ୍ଲୀ: ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ନିକଟରେ ତୃତୀୟ ବିବାହ କରିଛନ୍ତି । ସାନିଆ ମିର୍ଜା ଏହା ପରେ କୌଣସି ପୋଷ୍ଟ କିମ୍ବା ବୟାନ ଦେଇ ନ ଥିଲେ । ସେ ଏବେ ଏକ ପୋଷ୍ଟ କରିଛନ୍ତି ଯେ, ଯେଉଁଥିରେ ଅବଶ୍ୟ ଶୋଏବଙ୍କ ସମ୍ପର୍କ ନେଇ କିଛି ଲେଖି ନାହାନ୍ତି । ସେ ଦର୍ପଣ ସମ୍ମୁଖରେ ଛିଡା…

ସଲେଇପଦର ଗାଁରେ ଯୁବକଙ୍କୁ ହତ୍ୟା, ପୋଲିସର ତଦନ୍ତ ଜାରି

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ସଲେଇପଦର ଗାଁରେ ଯୁବକଙ୍କୁ ହତ୍ୟା । ମୃତ ଯୁବକ ଜଣକ ହେଲେ ସୁବଳୟା ଧିବରପଡାର ଡମ୍ବରୁଧର ଅଧିକାରୀ । ଘଟଣା ସ୍ଥଳରେ ସୁବଳୟା ପୋଲିସ ର ତନାଘନା ଆରମ୍ଭ । ଅଭିଯୋଗ ଅନୁସାରେ ଗତକାଲି ସଂଧ୍ୟାରେ ଡମ୍ବରୁ ଘରୁ ବାହାରି କେଉଁକାମରେ ଯାଇଥିଲେ,…