Latest Odisha News

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୭୧)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଭୟଭୀତ ହୋଇ ବୀରା ହଠାତ୍ ଉଠିପଡ଼ିଲା । ବେଡ଼୍‌ସିଟ୍‌ରେ ତା\'ର ଗୋଡ଼ ଦୁଇଟି ଛନ୍ଦି ହୋଇଯାଇଥିଲା, ଆଉ ସେ ଥରୁଥିଲା, ଭୀଷଣ ଭାବରେ । ଏସି ଚାଲୁଥିଲା । ମାତ୍ର ଏସିର ଥଣ୍ଡା ହାୱା ଯୋଗୁଁ ନୁହେଁ, ବରଂ ସେ ଦେଖିଥିବା…

ସରକାରୀ ଔଷଧ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି

ଭୁବନେଶ୍ୱର: ରବିବାର ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ସରକାରୀ ଔଷଧ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଏତେ ଭୟଙ୍କର ଥିଲା ଯେ, ଗୋଦାମରେ ଥିବା ସବୁ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି। ସୂଚନାନୁସାରେ ମହିନ୍ଦ୍ରା ସୋ’ରୁମ ପଛ ସେକ୍ଟର-ଏ ରେ ଥିବା ଓଡ଼ିଶା ରାଜ୍ୟ…

ଭାଷା ଭାଗବତ : ବିଶ୍ବାସ ଭଂଗ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କେବେ ବିଶ୍ବାସ ହେଲେ ଭଂଗ ତା'ପରେ ଅନ୍ୟାନ୍ୟ ପ୍ରସଂଗ ହୁଅଂତି ତୁଚ୍ଛ ଓ ନଗଣ୍ୟ ଏପରି ମଣିଷର ମନ ବିଶ୍ବାସ ବଳେ ଚଳେ ବିଶ୍ବ ଘଟିଲେ ତହିଁର ବିନାଶ ହୋଇପାରେନି ଯୋଡ଼ାଯୋଡ଼ି ଦୂରତା ଯାଉଥାଏ ବଢ଼ି ଶୁଣାଇ ମଧୁର ବଚନ ନ କଲେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ ନୈମିତିକ -ବିଧି ଆଲୋଚନା ପ୍ରସଙ୍ଗରେ ଆଜି ଜାଣିବା ଏକ ବିଶେଷ ନୀତି "ଏକାଦଶୀ ନୀତି " । ପ୍ରତ୍ୟେକ ଏକାଦଶୀରେ ମଧ୍ୟାହ୍ନ ଧୂପ, ମଇଲମ, ଓ ସନ୍ଧ୍ୟା ଆଳତି…

ସିଧା ଲାଠି ଆକୃତିର ଚକାରେ ଗଢୁଛି ସାଇକେଲ

ନ୍ୟୁୟର୍କ: ସେ କାର ହେଉ କିମ୍ବା ବାଇକ୍‌, ବସ କିମ୍ବା ଟ୍ରକ୍‌, ଏରୋପ୍ଲେନ ବା ଟ୍ରେନ ପ୍ରତ୍ୟେକ ଯାନର ଚକା ଗୋଲାକାର ହୋଇଥାଏ । ଏହା ଉପରେ ଭାରୀ ଓଜନ ନେଇ ଯାଆସ କରିହୁଏ । କିନ୍ତୁ ଆପଣ କେବେ ଚକ ବିନା ସାଇକେଲ ଦେଖିଛନ୍ତି କି? ଆଜିକାଲି ଇଞ୍ଜିନିୟରମାନେ ଅନନ୍ୟ ଚିନ୍ତାଧାରା ଆଣୁଛନ୍ତି,…

କୋଟିପତି ହେଲେ ମହେଶ ବାବୁଙ୍କ ଝିଅ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ମହେଶ ବାବୁଙ୍କ ଝିଅ ସୀତାରା ଆଜିକାଲି ଖୁବ୍ ଚର୍ଚ୍ଚାରେ । ୧୧ ବର୍ଷିୟା ସିତାରା କୌଣସି ଷ୍ଟାରଠାରୁ କମ୍ ନୁହଁନ୍ତି । ଖୁବ୍ ଛୋଟ ବେଳୁ ସେ ସୋସିଆଲ ମିଡ଼ିଆରେ ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି । ଇନ୍‌ଷ୍ଟାଗ୍ରାମରେ ତାଙ୍କର ୧.୩ ମିଲିୟନରୁ ଅଧିକ ଫଲୋଅର୍ସ ଅଛନ୍ତି…

ଡ଼େଲିଭରି ବୟଙ୍କଠାରୁ ପାର୍ସଲ ନେଲା ଶିମ୍ପାଞ୍ଜି , ଦେଲା ଟଙ୍କା

ୠଷ: ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ସମ୍ପର୍କ ବହୁତ ଗଭୀର । ଯଦିଓ ପଶୁମାନେ ମଣିଷର ଶବ୍ଦ ବୁଝିପାରନ୍ତି ନାହିଁ, କିନ୍ତୁ ମଣିଷ ସେମାନଙ୍କୁ ଏପରି ପ୍ରଶିକ୍ଷଣ ଦେଇଥାନ୍ତି ଯେ ପଶୁମାନେ ପ୍ରତ୍ୟେକ କାର୍ଯ୍ୟ ଠିକ୍ ଭାବେ କରିପାରନ୍ତି । ଏବେ ଏକ ଭାଇରାଲ୍ ଭିଡିଓରେ ଏହି ତାଲିମର ଏକ ଅନନ୍ୟ ଉଦାହରଣ…

ୟୁ ଟ୍ୟୁବରେ ଲିକ ହେଲା ଆଦିପୁରୁଷ, ୨.୩ ମିଲିୟନ ଲୋକ ଦେଖି ସାରିଲେଣି

ମୁମ୍ବାଇ: ବକ୍ସ ଅଫିସରେ ପ୍ରଭାସ, କୃତି ସେନନ ଓ ସୈଫ ଅଲି ଖାଁ ଅଭିନୀତ ଆଦିପୁରୁଷ ଆଶାନୁରୂପ ବ୍ୟବସାୟ କରିପାରି ନାହିଁ । ମହାକାବ୍ୟ ରାମାୟଣ ଉପରେ ଆଧରିତ ଏହି ଫିଲ୍ମକୁ ମେକର୍ସ ପକ୍ଷରୁ ଯେଉଁ ଭଳି ଭାବେ ପରିବେଷଣ କରାଯାଇଥିଲା ତାହା ଦର୍ଶକଙ୍କୁ ପସନ୍ଦ ଆସି ନ ଥିଲା । ଏବେ ପାଇରସୀ ୱେବସାଇଟ…

ମୂଷାର ମୃତ୍ୟୁ ପରେ ଅସ୍ଥି ଧରି ବିଶ୍ୱ ଭ୍ରମଣରେ ବାହାରିଲେ ମହିଳା

ବ୍ରିଟେନ: ନିଃସର୍ତ୍ତ ଭାବେ ପରସ୍ପରକୁ ଭଲ ପାଇବା ଏମିତି ଏକ ସମ୍ପର୍କ ଯାହାକୁ ସାରା ଜୀବନ କେହି ବି ହାତଛଡ଼ା କରିବାକୁ ପ୍ରସ୍ତୁତ ନୁହଁନ୍ତି । ନିଜ ପ୍ରିୟ ସମ୍ପର୍କୀୟଙ୍କୁ ଭଲ ପାଇବା ଓ ସେମାନଙ୍କ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥିବା ଘଟଣାର ଅନେକ ଉଦାହରଣ ରହିଛି । କେବଳ ମଣିଷ ମଣିଷ…

ଆଶେସ ସିରିଜ: ଅଷ୍ଟ୍ରେଲିଆକୁ ହରାଇଲା ଇଂଲଣ୍ଡ

ଲିଡ୍ସ: ଏଠାରେ ଅନୁଷ୍ଠିତ ଆଶେସ କ୍ରିକେଟ ସିରିଜର ତୃତୀୟ ଟେଷ୍ଟରେ ଇଂଲଣ୍ଡ ୩ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଠ ସିରିଜ ୨-୧ ସ୍ଥିତିକୁ ଆସିଛି । ସିରିଜ ଏବେ ରୋମାଂଚକ ସ୍ଥିତିରେ ପଂହଚିଛି । ଅଷ୍ଟ୍ରେଲିଆ ପ୍ରଥମ ୨ଟି ଟେଷ୍ଟରେ ବିଜୟ ହାସଲ କରିଥିଲା । ୨୫୧…