Latest Odisha News

BREAKING NEWS

ୟୁଜିସିର ନୂଆ ନିୟମ, ଆସିଷ୍ଟାଣ୍ଡ ପ୍ରଫେସର ନିଯୁକ୍ତିରେ ପିଏଚ୍‌ଡି ବାଧ୍ୟତାମୂଳକ ନୁହେଁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏଣିକି ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଡ ପ୍ରଫେସର ନିଯୁକ୍ତି ପାଇଁ ପିଏଚ୍‌ଡି ବାଧ୍ୟତାମୂଳକ ନୁହେଁ। ନିୟମ ପରିବର୍ତ୍ତନ କରିଛି ୟୁନିଭରସିଟି ଗ୍ରାଣ୍ଟ କମିଶନ। କଲେଜରେ ପ୍ରଫେସର ହେବା ପାଇଁ ଆଉ ଏବେ ପିଏଚଡି କରିବାର ଆବଶ୍ୟକ ନାହିଁ। ନୂଆ ନିୟମ ୧…

ଅନୁବାଦ କବିତା : ଗୋଟିଏ ହାତ

ମୂଳ ବଙ୍ଗଳା: ବୁଦ୍ଧଦେବ ବସୁ  ଆକାଶରେ ମେଘ ଭର୍ତ୍ତି ଜନଶୂନ୍ୟ ରାସ୍ତା ଘାଟ ଚାରିଦିଗ ନୀରବ ନିଥର ରାସ୍ତାକଡ ଘର ସବୁ ନିବିଡ ଅନ୍ଧାର ନିଦ୍ରିତ ସହର। ମୋ ଦେହରେ କ୍ଳାନ୍ତି ଭରା ଅସୁମାରି ନିଦ ମୋ ଆଖିରେ ଚାଲିଚାଲି ଫେରୁଛି ଘରକୁ ଲାଗୁଛି ଆସିବ ବର୍ଷା ଖୁବ୍ ଶୀଘ୍ର ପହୁଣ୍ଡ…

ଭାଷା ଭାଗବତ : ଭାଷା ନିୟଂତ୍ରଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶବ୍ଦର ଗମନାଗମନ ଚାଲିଛି ଯେଣୁ ପ୍ରତି କ୍ଷଣ କିଏ ଗ୍ରହଣ କରେ କ'ଣ ? ତାହା ତାହାର ଇଚ୍ଛାଧୀନ ପୂରା ଭାଷାକୁ ନିୟଂତ୍ରଣ କରିବା ଚେଷ୍ଟା ଆସ୍ଫାଳନ ଯାହାର ଯେତେ ପ୍ରୟୋଜନ କରଂତି ସେପରି ଲିଖନ ସବୁ ପଦରେ ଖୋଜି ଖୁଣ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୈନିକ ପୂଜା ବିଧିର ସମ୍ପୂର୍ଣ ତଥ୍ୟ ଜାଣିବା ଅବସରରେ ଆମେ ଜାଣିଲେ ନିତ୍ୟ -ବିଧି ଗୋଟିଏ ସାଧାରଣ ଦିବସ ପାଇଁ ଯାହା ଗୋଟିଏ ବିଶେଷ ଦିବସ ପାଇଁ ତାହା ନୁହେଁ। ସେହିଭଳି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୭)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ବେକାରିଆ କଥା ସବୁ...”, ରାଗ ତମତମ ହୋଇ ସିଡ଼୍ ନିଜକୁ ନିଜେ କହୁଥାଏ, “ଏକେ ତ ଏଠି ବୀରା ଯିଏ ତା' ଭଉଣୀକୁ ହରେଇ ସାରିଛି । ଆଉ, ବୋଧହୁଏ, ତା' ବାପାମା’ଙ୍କୁ ବି... ଅଥଚ ସେ ନିଜେ କେବଳ ନିଜ ସମସ୍ୟା କଥା…

ଆଧୁନିକୀକରଣ ହେବ ଅଗ୍ନିଶମ ସେବା, ଘୋଷଣା କଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ମୋଟ୍‌ ୫ହଜାର କୋଟି ଟଙ୍କାର ବ୍ୟୟବରାଦ ସହିତ ‘‘ରାଜ୍ୟମାନଙ୍କରେ ଅଗ୍ନିଶମ ସେବାର ବିସ୍ତାର ଓ ଆଧୁନିକୀକରଣ ଲାଗି’’ ଯୋଜନା ଆରମ୍ଭ କରିଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ । ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ)ର ପ୍ରସ୍ତୁତି ଓ କ୍ଷମତା ନିର୍ମାଣ ପାଣ୍ଠି…

୫-ଟି ସ୍କୁଲର ପ୍ଲାଷ୍ଟର ଖସିପଡ଼ିଲା, ୮ ମାସ ତଳେ ହୋଇଥିଲା ନବୀକରଣ

ସୁନ୍ଦରଗଡ଼: ଜିଲ୍ଲାର ଏକ ୫-ଟି ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବୁଧବାର ଖେଳ ଛୁଟି ପାଇଁ ବାହାରକୁ ଯାଇଥିବା ବେଳେ ଏକ ଶ୍ରେଣୀଗୃହର ଛାତରୁ ପ୍ଲାଷ୍ଟର କିଛି ଅଂଶ ଖସି ପଡ଼ିବାରୁ ସେମାନେ ଅଳ୍ପକେ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଲହୁଣୀପଡ଼ା ବ୍ଲକ୍ ଖୁଣ୍ଟାଗାଁରେ ରହିଛି ଏହି ୫-ଟି ସରକାରୀ…

ଏହି କାରଣ ପାଇଁ କମିବ ବନ୍ଦେ ଭାରତ ଏକ୍ସପ୍ରେସର ଭଡା !

ନୂଆଦିଲ୍ଲୀ: ଯଦି ଆପଣ ବନ୍ଦେ ଭାରତ ପରି ଦେଶର ଦ୍ରୁତତମ ତଥା ଅତ୍ୟାଧୁନିକ ଟ୍ରେନରେ ଯାତ୍ରା କରିବାର ସ୍ୱପ୍ନ ଦେଖୁଛନ୍ତି, କିନ୍ତୁ ଅଧିକ ଭଡା ହେତୁ ସାହସ ଜୁଟାଇ ପାରି ନାହାଁନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। କିଛି ସ୍ଥାନରେ ବନ୍ଦେ ଭାରତ ଟ୍ରେନରେ ଖାଲି ସିଟ୍ ଦେଖି ଭଡା ହ୍ରାସ…

ଦର ବୃଦ୍ଧି ବେଳେ ଚାଷ ଜମିରୁ ଦେଢ଼ ଲକ୍ଷ ଟଙ୍କାର ଟମାଟୋ ଚୋରି, ଥାନାରେ ମାମଲା

ବେଙ୍ଗାଲୁରୁ: କିଲୋ ପ୍ରତି ୧୦୦ ଟଙ୍କାରୁ ଅଧିକ ଟମାଟୋ ଦର ବୃଦ୍ଧି ପାଇଥିବା ବେଳେ କର୍ଣ୍ଣାଟକର ହାସନ ଜିଲ୍ଲାରେ କିଛି ଅଜଣା ବ୍ୟକ୍ତି ଏକ ଫାର୍ମରୁ ଦେଢ଼ ଲକ୍ଷ ଟଙ୍କାର ଟମାଟୋ ଚୋରି କରି ଫେରାର ହୋଇଯାଇଛନ୍ତି ବୋଲି ପୁଲିସ ବୁଧବାର କହିଛି। ଗୋନି ସୋମନାହାଲି ଗାଁରେ ଥିବା ଚାଷ ଜମିରେ…

ଅଜିତ କହିଲେ ଏନସିପି ଅଧ୍ଯକ୍ଷ ପଦରୁ ହଟିଲେ ଦାଦା, ଜବାବ ରଖିଲେ ଶରଦ ପାଓ୍ବାର

ମୁମ୍ବାଇ: ବୁଧବାର ଏନସିପିର ଦୁଇ ପାଓ୍ବାର ଗୋଷ୍ଠୀ ଦମ୍ ଦେଖାଇଛନ୍ତି। ଦୁଇ ଗୋଷ୍ଠୀ ଅଲଗା ଅଲଗା ବୈଠକ କରି ଦଳର ୫୩ ବିଧାୟକଙ୍କ ମଧ୍ୟରୁ ସଂଖ୍ଯା ଗରିଷ୍ଠତାର ସମର୍ଥନ ଥିବା ଦାବି କରିଛନ୍ତି। ରବିବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଅଜିତ ପାଓ୍ବାରଙ୍କ ନେତୃତ୍ୱରେ ଏନସିପିରେ ବିଦ୍ରୋହ…