ସାହସିକତା ପାଇଁ ପାରାଦୀପର ମେଜର ପ୍ରଭଞ୍ଜନ ପାଢ଼ୀ ସେନା ମେଡାଲରେ ସମ୍ମାନିତ
ପାରାଦୀପ: ଦକ୍ଷିଣ କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନରେ ସାହସିକତା ଓ ବୀରତ୍ୱ ପାଇଁ ପାରାଦୀପରେ ଜନ୍ମିତ ତଥା ରାଷ୍ଟ୍ରୀୟ ରାଇଫଲ୍ସର ଅଧିକାରୀ ମେଜର ପ୍ରଭଞ୍ଜନ ପାଢ଼ୀ (୩୦)ଙ୍କୁ ସେନା ପଦକ ପ୍ରଦାନ କରାଯାଇଛି। ସେନା ଦିବସ (ଜାନୁଆରୀ ୧୫)ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସେ…