ଦମଦାର ଚରିତ୍ରରେ ନଜର ଆସିବେ ଓଲିଉଡ୍ କୁଇନ୍ ବର୍ଷା
ଭୁବନେଶ୍ୱର:ଫିଲ୍ମ ନିମକୀ, କୁଇନ୍, ବିଜୟିନୀ ପରେ ପୁଣି ଥରେ କିଛି ଭିନ୍ନ ଅନ୍ଦାଜରେ, ଏକ ଦମଦାର ଚରିତ୍ରରେ ପୁଣି ନଜର ଆସୁଛନ୍ତି ଓଲିଉଡ୍ କୁଇନ୍ ବର୍ଷା ପ୍ରିୟଦର୍ଶିନୀ । ସମ୍ପୂୂର୍ଣ୍ଣ ଭିନ୍ନ ଧରଣର କାହାଣୀକୁ ନେଇ ନିର୍ମାଣ ହେବାକୁ ଯାଉଥିବା ନାରୀକୈନ୍ଦ୍ରିକ ଫିଲ୍ମ ‘ବସ’ ରେ ବର୍ଷା…