ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନୂଆ ଉପଲବ୍ଧି : ରାୟଗଡାର ଦୁର୍ଗମ ଅଞ୍ଚଳରେ ଔଷଧ ପହଞ୍ଚାଇଲା ଡ୍ରୋନ
ରାୟଗଡା : ଦୁର୍ଗମ ଅଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ଲାଗି ସରକାର ପ୍ରୟାସ ଜାରି ରଖିଛନ୍ତି । ଆଜି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଉପଲବ୍ଧି ହାସଲ କରିଛି ରାୟଗଡା ଜିଲ୍ଲା । ଜିଲ୍ଲାକୁ ଡ୍ରୋନରେ ସାହାର୍ଯ୍ୟରେ ଯାଇଛି ମେଡିସିନ୍ । ଡ୍ରୋନ୍ ସାହାଯ୍ୟରେ ରାୟଗଡା ଜିଲ୍ଲାର…