Latest Odisha News

BREAKING NEWS

ଭାରତରେ ସର୍ବାଧିକ ହୋମ ଲୋନ୍ ନେଉଛନ୍ତି ଲୋକେ: ଆରବିଆଇ ରିପୋର୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ଯେକୌଣସି ଦେଶର ଆର୍ଥିକ ସ୍ଥିରତା ଏବଂ ସାଧାରଣ ଲୋକଙ୍କ ଅଗ୍ରଗତିର ଏକ ପ୍ରମୁଖ ମାପ ଅଟେ। ଗତ ଦଶନ୍ଧି ମଧ୍ୟରେ ଭାରତର ରିଅଲ୍ ଇଷ୍ଟେଟ୍ କ୍ଷେତ୍ର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ରିଜର୍ଭ ବ୍ୟାଙ୍କର ରିପୋର୍ଟ ଦ୍ୱାରା ଏହା ପ୍ରମାଣିତ…

ଓଡ଼ିଶା ରିଅଲ୍ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ହେଲେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା ରିଅଲ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ହେଲେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ଓଡ଼ିଶା ରିଅଲ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲ (OREAT)ର ନୂଆ ଅଧ୍ୟକ୍ଷ ଭାବେ ଯୋଗ ଦେଇଛନ୍ତି। ୨୦୧୯…

କବିତା : ସ୍ୱପ୍ନର ସଂସାର

ପ୍ରସେନଜିତ ସେଠୀ ମୁଁ ଶୋଇଯାଏ ଆପଣାର ଶେଯଟିଏ ପାରି ରାତ୍ରିର ଘୋର ଅନ୍ଧକାରେ କୋଠରୀରେ ଏକା ଏକା କ୍ଳାନ୍ତ ଆଳସ୍ୟ ଶରୀରରେ ନିଦ୍ରା ଦେବୀଙ୍କ ଆଗମନ। ନିଦ୍ରା ଯେବେ ହୋଇଯାଏ ଘୋର, ଟିକିଏ ଜଟିଳ ଆହାଃ କି ଆନନ୍ଦ! ସ୍ୱପ୍ନର ଘର ଖୋଲିଦିଏ ପ୍ରତିଟି ଦୁଆର କରିଦିଏ ମୋତେ ଆପଣାର…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୪)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସିଡ଼୍ ଧୀର ସ୍ୱରରେ ଏକଥା କହୁଥାଏ ଯେମିତି ବୀରା ଶୁଣି ନପାରିବ । “ହଁ ମୁଁ ବୁଝୁଛି । କିନ୍ତୁ ଆମେ ତାକୁ ଦିନେ ଦୁଇଦିନର ସମୟ ଦେବା ଉଚିତ୍ । ଏମିତିରେ ବି ସମୀରାକୁ ହରାଇଥିବାର ଦୁଃଖ ଭିତରୁ ସେ ବାହାରି…

ଆଜିଠାରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ: ଆଜିଠୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ପରୀକ୍ଷା ଆଜିଠାରୁ ଅର୍ଥାତ୍ ଜୁଲାଇ ୩ ରୁ ଆରମ୍ଭ ହୋଇ ୮ ଯାଏ ଚାଲିବ। ସେହିପରି ଷ୍ଟେଟ୍ ଓପନ ସ୍କୁଲ ସାର୍ଟିଫିକେଟ୍ (ଏସ୍‌ଓଏସ୍‌ସି) ପରୀକ୍ଷା ମଧ୍ୟ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଦୁଇଟି ଯାକ ପରୀକ୍ଷାରେ ପ୍ରାୟ ୧୦ ହଜାର…

ଭାଷା ଭାଗବତ : ଅମୃତ କି ଗରଳ ?

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରତ୍ୟକ୍ଷ ଯଶାର୍ଜନ ପାଇଁ ସଭାରେ ଠିଆ ହେଲେ ଯାଇ ଶୁଭିବ ଯେତେ କରତାଳି ଅର୍ଥ କାଢ଼ିବ କେତେ ଭଳି ସଭାର ଆୟୋଜନକାରୀ ହେଲେଁ ହେଁ ଧନ ଅଧିକାରୀ ମନରେ ଥାଏ ଯଶେଷଣା ତେଣୁ ହୁଅଂତି ଜଣାଶୁଣା ଲେଖକ ସଂଗ ଲାଭ କରି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ଆଲୋଚନା ଭିତରେ ଆମେ ଦ୍ୱାରଫିଟାଠାରୁ ଆରମ୍ଭ କରି ଏବେ ଆସି ଅନ୍ତିମ ଚରଣରେ ପହଞ୍ଚି ଯାଇଛେ। ଗୋଟିଏ ଦିନର ଚଳଚଞ୍ଚଳ ଜୀବନ ଚର୍ଯ୍ୟା ଭିତରେ ଠାକୁରମାନେ…

ଦୁନିଆର ସବୁଠୁ ବଡ଼ ୱିଗ୍ : ଯାହାର ଓସାର ୮ ଫୁଟ

ଅଷ୍ଟ୍ରେଲିଆ: ଆଜିକାଲି କେଶ ଉପୁଡ଼ିବା ସାଧାରଣ କଥା ହୋଇଗଲାଣି । ବିଭିନ୍ନ କାରଣ ଯୋଗୁ କେଶ ଉପୁଡ଼ୁଥିବା ବେଳେ କେହି ଗୁରୁତର ରୋଗରେ ଆକ୍ରାନ୍ତ ହେଲେ କେଶ ଉପୁଡ଼ିବା ଆରମ୍ଭ କରେ । ଫଳରେ ଅଧିକାଂଶ ଲୋକ ଚନ୍ଦା ହୋଇଯାଇଥାନ୍ତି । ତେଣୁ ନିଜର ସୌନ୍ଦର୍ଯ୍ୟ ପାଇଁ ଅନେକ ୱିଗ୍ ବା ନକଲି କେଶ ବ୍ୟବହାର…

୭ ଯୁବକ ବାଇକ୍‌ରେ କରୁଥିଲେ ରିଲ୍‌ସ, ଭିଡିଓ ଭାଇରାଲ ପରେ ଚାଲାଣ ପହଞ୍ଚିଲା ଘରେ

ଉନ୍ନାଓ: ବାଇକ୍ ଉପରେ ବସି ରିଲ୍ସ କରିବା ଯୁବକମାନଙ୍କୁ ପଡ଼ିଲା ମହଙ୍ଗା । ଜଣେ କିମ୍ବା ଦୁଇଜଣ ନୁହେଁ, ୭ ଜଣ ଯୁବକ ଏକ ବାଇକରେ ଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ମାଲିକଙ୍କ ଘରକୁ ୧୬,୦୦୦ ଟଙ୍କା ଚାଲାଣ ପଠାଇଛି । ଏହି ଘଟଣା…

ୱେବ ସିରିଜ୍ ‘ଚମକ’ରେ ନଜର ଆସିବେ ଇଶା

ମୁମ୍ବାଇ: ବଲିଉଡ଼ି ଅଭିନେତ୍ରୀ ଇଶା ତଲୱାର ଏବେ ଖୁବ୍ ଚର୍ଚ୍ଚାରେ । ତାଙ୍କ ଅଭିନିତ‘ମୀର୍ଜାପୁର ସିଜିନ୍‌-୨’ରେ ସେ ବେଶ୍ ଲୋକପ୍ରିୟ ହୋଇଥିଲେ । ଏଥିରେ ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏବେ ଏହାର ସିଜିନ୍‌-୩ ପରଦାକୁ ଆସିବ । ଏଥିରେ ବି ଈଶାଙ୍କୁ ନାୟିକା ହେବାର ସୁଯୋଗ…