ଏଟିଏମ୍କୁ କାଟି ଦୁର୍ବୃତ୍ତ ଲୁଟିନେଲେ ୧୪. ୮୦ ଲକ୍ଷ ଟଙ୍କା
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ମିସନଛକଠାରେ ଥିବା ଏସ୍ବିଆଇ ଏଟିଏମ୍କୁ କାଟି ଦୁର୍ବୃତ୍ତମାନେ ୧୪ ଲକ୍ଷ ୮୦ ହଜାର ୫ଶହ ଟଙ୍କା ଲୁଟି ନେଇଛନ୍ତି । ଏନେଇ ଖଡ଼ିଆଳ ଏସ୍ବିଆଇର ଶାଖା ପରିଚାଳକ ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।
ରବିବାର ରାତିରେ…