Latest Odisha News

BREAKING NEWS

ମାଗଣାରେ ବିମାନରେ ଯାତ୍ରା କଲେ ୪ କୋଟି କିମି: ପତ୍ନୀଙ୍କୁ ନେଲେ ୧୨୦ ଥର ହନିମୁନ୍‌ରେ

ନ୍ୟୁୟର୍କ: ବିମାନରେ ଯାତ୍ରା କରିବାକୁ ସମସ୍ତଙ୍କର ଇଛା ଥାଏ । ସେଥିଲାଗି ଟିକେଟ ବୁକିଂ କରିବା ସମୟରେ ୧୦୦ ଥର ଭାବନ୍ତି । କିନ୍ତୁ ଦୁନିଆରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ ବିମାନରେ ୪ କୋଟି କିଲୋମିଟର ଯାତ୍ରା କରିଛନ୍ତି । ସେ ତାଙ୍କ ପତ୍ନୀଙ୍କୁ ୧୨୦ ରୁ ଅଧିକ ଥର ହନିମୁନ୍‌ରେ…

ଦଳବଳ ନେଇ ପଟୁଆରରେ ମହାରାଷ୍ଟ୍ର ପଳେଇଲେ କେସିଆର !

ଭୁବନେଶ୍ୱର: ତେଲେଙ୍ଗାନାର ଭାରତ ରାଷ୍ଟ୍ର ସମିତିର ବହୁ ପ୍ରଭାବୀ ନେତା କଂଗ୍ରେସରେ ସାମିଲ ହୋଇଛନ୍ତି। ଆଗକୁ ଥିବା ବିଧାନସଭା ନିର୍ବାଚନରେ ତେଲେଙ୍ଗାନାରେ କେସିଆରଙ୍କ ବିଆରଏସକୁ କଡା ଟକ୍କର ଦେବା ପାଇଁ କଂଗ୍ରେସ ଓ ବିଜେପି ସଜବାଜ ହେଉଛନ୍ତି। ଏପରିକି କଂଗ୍ରେସ ମହାସଚିବ ପ୍ରିୟଙ୍କା…

୨୯ ବର୍ଷୀୟ ଜୋ ସୁଚଙ୍କ ଶରୀର ଧିରେ ଧିରେ ପାଲଟୁଛି ପଥର

ନ୍ୟୁୟର୍କ: ସ୍ଥାନୀୟ ବାସିନ୍ଦା ୨୯ ବର୍ଷୀୟ ଜୋ ସୁଚଙ୍କ ଜୀବନ ଦୁର୍ବିସହ ହୋଇ ପଡିଛି । ତାଙ୍କ ଶରୀର ଧିରେ ଧିରେ ପଥରରେ ବଦଳୁଛି । ଷ୍ଟୋନ ମ୍ୟାନ ସିଣ୍ଡ୍ରମ ବା ଫାଇବ୍ରଡିସ୍ପାଲିସିୟା ଅସିଫିକନ୍ସ ପ୍ରୋଗ୍ରେସିଭ ରୋଗରେ ସେ ଆକ୍ରାନ୍ତ । ଏହି ରୋଗ ଯୋଗୁ ତାଙ୍କ ଶରୀର ୯୫ ପ୍ରତିଶତ ଗତିଶୀଳତା…

କର୍ଣ୍ଣାଟକରେ ହାରିବା ପରେ.. ବିଜେପି ଲଢୁଛି ବିଜେପି ସହ, ବୋମ୍ମାଇ ସାଜିଛନ୍ତି ଦେଖଣାହାରୀ !

ଭୁବନେଶ୍ୱର: କର୍ଣ୍ଣାଟକରେ ହାରିବା ପରେ ବିଜେପି ନେତାଙ୍କ ମଧ୍ୟରେ ଲଢ଼େଇ ତୀଵ୍ର ହେବାରେ ଲାଗିଛି। ଦଳର ପ୍ରମୁଖ ନେତାମାନେ ଏହି ବଡ଼ ପରାଜୟ ପାଇଁ ପରସ୍ପରକୁ ଦୋଷ ଦେଉଥିବାବେଳେ ଏବେ କିନ୍ତୁ ଖୋଲାଖୋଲି ଲଢ଼େଇକୁ ଓଲ୍ହାଇଥିବା ଦେଖିବାକୁ ମିଳିଛି। ଦଳର ବରିଷ୍ଠ ନେତାମାନେ ମୋଦିଙ୍କ ୯ ବର୍ଷ…

ପ୍ରଶଂସକଙ୍କ ହାତରେ ତମନ୍ନାଙ୍କ ଟାଟୁ, ଭାବବିହ୍ୱଳ ହୋଇପଡ଼ିଲେ ଅଭିନେତ୍ରୀ

ମୁମ୍ବାଇ: କିଛିଦିନ ହେଲା ଅଭିନେତ୍ରୀ ତମନ୍ନା ଭାଟିଆ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ବିଜୟ ବର୍ମାଙ୍କ ସହ ତାଙ୍କର ସମ୍ପର୍କ ଥିବା ନେଇ ସେ ସ୍ୱୀକାର କରିଛନ୍ତି । ସେବେଠାରୁ ଉଭୟଙ୍କୁ ନେଇ ବଲିଉଡ଼ରେ ଖୁବ୍ ଚର୍ଚ୍ଚା ଚାଲିଛି । ଏସବୁ ଭିତରେ ସୋମବାର ରାତିରେ ମୁମ୍ବାଇ ବିମାନ ବନ୍ଦରରେ ତାଙ୍କୁ…

ଚଳନ୍ତା ଟ୍ରେନ୍‌ରେ ଗୁପ୍‌ଚୁପ୍ ପସରା: ମଜା ନେଲେ ଯାତ୍ରୀ

ନୂଆଦିଲ୍ଲୀ: ଅଧିକାଂଶ ଲୋକ ଷ୍ଟ୍ରିଟ୍ ଫୁଡ ପସନ୍ଦ କରିଥାନ୍ତି । ସମସ୍ତ ଷ୍ଟ୍ରିଟ୍‌ଫୁଡ଼ ଭିତରୁ ଗୁପ୍‌ଚୁପ୍‌କୁ ସବୁବର୍ଗର ଲୋକେ ଅଧିକ ପସନ୍ଦ କରିଥାନ୍ତି । ସେଥିଲାଗି ରାସ୍ତା କଡ଼ରେ ମିଳୁଥିବା ଗୁପ୍‌ଚୁପ୍ ଓ ଚାଟ୍ ପାଖରେ ବେଶୀ ଗହଳି ଦେଖିବାକୁ ମିଳିଥାଏ । ଏହାର ଚାହିଦା ଅଧିକ ଥିବାରୁ…

ଆଦିପୁରୁଷ ନେଇ କୋର୍ଟଙ୍କ ଭର୍ତ୍ସନା, ସବୁ ବେଳେ ହିନ୍ଦୁ ଧର୍ମର ସହିଷ୍ଣୁତାର କାହିଁକି ନେଉଛ ପରୀକ୍ଷା

ନୂଆଦିଲ୍ଲିୀ: ଦିନକୁ ଦିନ ଆଦିପୁରୁଷ ନିର୍ମାତାଙ୍କ ଅସୁବିଧା ବଢ଼ିବାରେ ଲାଗିଛି । ଦର୍ଶକ ଏହାକୁ ନାପସନ୍ଦ କରିବା ପରେ ଏବେ କୋର୍ଟରେ ଚାଲିଛି ଲଢ଼େଇ । ମଙ୍ଗଳବାର ଆହ୍ଲାବାଦ ହାଇକୋର୍ଟ ସ୍କ୍ରିପ୍ଟ ଲେଖକ ମନୋଜ ମୁନ୍ତାଶିର ଶୁକ୍ଲା, ଫିଲ୍ମ ନିର୍ମାତା ଓମ ରାଉତ ଓ ସେନ୍ସର ବୋର୍ଡଙ୍କୁ ଭର୍ତ୍ସନା…

କିଛି ବର୍ଷର ବ୍ରେକ୍ ପରେ ପୁଣି ଅଭିନୟ ଦୁନିଆକୁ ଫେରିଲେ ସୋନମ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ଏବେ ଖୁବ୍ ଚର୍ଚ୍ଚାରେ । ଏବେ କିଛି ବର୍ଷର ବ୍ରେକ୍ ପରେ ସେ ପୁଣି ଅଭିନୟ ଦୁନିଆକୁ ଫେରିଛନ୍ତି । ବଲିଉଡ଼ର ଅନେକ ବଡ଼ ବଡ଼ ଅଭିନେତା ଅଭିନେତ୍ରୀ ଓଟିଟିରେ କାମ କରିବାକୁ ପସନ୍ଦ କରୁଛନ୍ତି । ଅନେକ କଳାକାର ଓଟିିଟିରେ କାମ କରିଥିବା ବେଳେ ଏବେ ଅଭିନେତ୍ରୀ ସୋନମ…

ପ୍ରେମିକଙ୍କ ବ୍ୟକ୍ତିଗତ ପାର୍ଟରେ ତାଲା ପକାଇଲେ ପ୍ରେମିକା : ବ୍ରେକଅପ୍ ପରେ ଚାବି ନେଇ ପଳାଇଲେ

ବାର୍ସିଲୋନା: ଅଧିକାଂଶ ଲୋକ ପ୍ରେମ ପାଇଁ କିଛି ବି କରିବାକୁ ପ୍ରସ୍ତୁତ । ଲୋକମାନେ ଠିକ୍ କିମ୍ବା ଭୁଲ୍ କିଛି ଭାବନ୍ତି ନାହିଁ । ଯେଉଁ ଯୁବକ ବିଷୟରେ ଆମେ କହିବାକୁ ଯାଉଛୁ, ସେ ପ୍ରେମରେ ତାଙ୍କ ଗର୍ଲଫ୍ରେଣ୍ଡର ଏପରି ଜିଦ୍‌କୁ ଗ୍ରହଣ କରିଥିଲେ, ଯାହା ସମସ୍ତଙ୍କୁ ଅତ୍ୟନ୍ତ ଚକିତ କରିଛି ।…