Latest Odisha News

BREAKING NEWS

ଡାକ୍ତରୀ ଛାତ୍ରଙ୍କୁ ବଡ଼ ଝଟକା ଦେଲେ ସୁପ୍ରିମକୋର୍ଟ !

ନୂଆଦିଲ୍ଲୀ: ଏଲୋପାଥି ଡାକ୍ତରୀ ଛାତ୍ର ତୁଳନାରେ ଆୟୁର୍ବେଦ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ମିଳିବନି ଛାତ୍ରବୃତ୍ତି। ଏକ ପିଟିସନର ଶୁଣାଣି କରି ଏପରି କହିଛନ୍ତି। ଜଷ୍ଟିସ ବିଆର ଗୱାଇ ଓ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣୀ ବେଳେ କହିଛନ୍ତି କି ଆୟୁର୍ବେଦରେ…

ଅର୍ପଣ ରଥ ପରିକ୍ରମାକୁ ନେଇ ବିବାଦ, ଜଗନ୍ନାଥ ମନ୍ଦିର ଆଗରେ ଧାରଣାରେ ବସିଲେ ଗ୍ରାମବାସୀ

ଗଞ୍ଜାମ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଗାଁ ଠୁ ସହର ସବୁଠି ବୁଲୁଛି ଅର୍ପଣ ରଥ । ହେଲେ ଏହି ଅର୍ପଣ ରଥ ପରିକ୍ରମାକୁ ନେଇ ଏକ ବିବାଦ ସାମ୍ନାକୁ ଆସିଛି । ଯାହାର ପ୍ରତିବାଦରେ ଜଗନ୍ନାଥ ମନ୍ଦିର ଆଗରେ ଧାରଣାରେ ବସିଲେ ଗ୍ରାମବାସୀ ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ…

ନେତା ଅସନ୍ତୋଷ, ବିଜେଡ଼ିରେ ଫାଟ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରାଜ୍ୟର ସବୁଠାରୁ ଶକ୍ତିଶାଳୀ ଦଳ ଭାବେ ଗଣାଯାଉଥିବା ବିଜୁ ଜନତା ଦଳ ବା ବିଜେଡ଼ିରେ ଅନେକ ଜିଲ୍ଲାରେ ଏବେ ଫାଟ। ଜଳ ଜଳ ହୋଇ ପଦାକୁ ଏହା ଦେଖାଗଲାଣି। ଦଳରେ ଥିବା ନେତା ଓ କର୍ମୀଙ୍କ ହାବଭାବକୁ ଦେଖିଲେ ଏହା ସ୍ପଷ୍ଟ ଭାବେ ବାରି ହୋଇପଡ଼େ। ପୂର୍ବତନ ମନ୍ତ୍ରୀ…

ବ୍ଲାକ୍ ପଲସର ଲୁଟେରା ସମେତ ବେଆଇନ କଫ ସିରଫ ଚାଲାଣ କାରୀକୁ ଧରିଲା ପୋଲିସ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ପୋଲିସ କୁ ପୁଣି ମିଳିଛି ବଡ ସଫଳତା । କଳା ପଲସର ଲୁଟେରା ସମେତ ବେଆଇନ କଫ ସିରଫ ଚାଲାଣକାରୀକୁ ଧରିଲା ପୋଲିସ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ । କଳା ପଲସର ଗାଡ଼ିରେ ଆସି ସୁନାହାର ସହ ବିଭିନ୍ନ ଛିନ୍‌ତାଇ ଘଟଣାରେ ୩ ଜଣ…

ଗୋଆରେ ନାବାଳକକୁ ହତ୍ୟା ମାମଲା: ଆସିଲା ଚାଞ୍ଚଲ୍ୟ କରିବା ଭଳି ରିପୋର୍ଟ

ନୂଆଦିଲ୍ଲୀ: ଗୋଆରେ ୪ ବର୍ଷର ପୁଅକୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ସୁଚନା ସେଠ ପୋଲିସ ହେପାଜତରେ ଅଛନ୍ତି। ବର୍ତ୍ତମାନ ଏହି ହତ୍ୟାକାଣ୍ଡ ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯାଉଛି। ଏହି ସମୟରେ ସୁଚନା ସେଠଙ୍କ ପୁଅର ହତ୍ୟାକୁ ନେଇ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି। ବେଙ୍ଗାଲୁରୁସ୍ଥିତ…

ଟି-୨୦ ଟୁର୍ଣ୍ଣାମେଣ୍ଟ: କାନ ପଛପଟେ ବଲ୍ ବାଜି କ୍ରିକେଟରଙ୍କ ମୃତ୍ୟୁ

ମୁମ୍ବାଇ: ମୁମ୍ବାଇରେ କ୍ରିକେଟ୍ ମ୍ୟାଚ୍ ଚାଲିଥିବା ସମୟରେ ଅଘଟଣ । କାନ ପଛପଟେ ବଲ ମାଡ ହେବା କାରଣରୁ ଜଣେ କ୍ରିଟେରଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ୫୨ ବର୍ଷୀୟ ଜୟେଶ ସାଭଲା । ଏହି ମ୍ୟାଚ୍ ରେ ଜୟେଶ ଫିଲ୍ଡିଂ କରୁଥିବା ସମୟରେ ତାଙ୍କ କାନ ପଛପଟରେ ବଲ୍ ଟି ଜୋରେ ମାଡହୋଇଥିଲା । ପରେ…

ପୁରୀରେ ଘନ କୁହୁଡି ଆସ୍ତରଣ: ସକାଳୁ ନିଳଚକ୍ର ଦର୍ଶନରୁ ବଞ୍ଚିତ ରହିଲେ ଭକ୍ତ ଓ ଶ୍ରଦ୍ଧାଳୁ

ପୁରୀ: ପ୍ରତ୍ୟେକ ଦିନ ଭୋର ସମୟରୁ ଶ୍ରୀମନ୍ଦିର ଦ୍ବାର ଫିଟା ନିତି ସହ ପତିତପାବନଙ୍କ ମଙ୍ଗଳଆଳତୀ ହୋଇଥାଏ । ଆଉ ଏହି ଧାର୍ମିକ ଦୃଶ୍ୟ ଦେଖିବାକୁ ସକାଳୁ ସକାଳୁ ପୁରୀବାସୀ ଓ ଭକ୍ତଙ୍କ ଭିଡ ଲାଗିଥାଏ ଶ୍ରୀମନ୍ଦିର ସମ୍ମୁଖରେ । ସେହିପରି ମଙ୍ଗଳ ଆଳତୀ ସହ ଅନ୍ୟପଟେ ନିଳଚକ୍ର ଦର୍ଶନ ପାଇଁ ମନ୍ଦିର…

ଓ୍ବେଦର ଅପଡେଟ୍: ହ୍ରାସ ହେବ ରାତି ତାପମାତ୍ରା, ଆହୁରୀ ବଢିବ ଶୀତର ପ୍ରକୋପ

ଭୁବନେଶ୍ବର: ରାଜ୍ୟରେ ଏବେ ଜାରି ରହିଛି ଶୀତର ଲହରୀ । ଦୀର୍ଘ ବର୍ଷର ବ୍ୟବଧାନ ପରେ ଚଳିତବର୍ଷ ପ୍ରବଳଶୀତରେ କଲବଲ ହେଉଛନ୍ତି ଓଡିଶାବାସୀ । ତେବେ ବର୍ତ୍ତମାନ ଶୀତରେ ଥରହର ହେଉଛଥିବାବେଳେ, ଆଗକୁ ରାତିର ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ସୂଚନା ଦେଇଛି ଆଞ୍ଚଳିକ…

କାରକ

 ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ କ୍ରିୟା ସହିତ ଯାହାର ଅନ୍ୱୟ ହୁଏ, ତାହା କାରକ । କାରକଗୁଡ଼ିକ ବାକ୍ୟ ମଧ୍ୟରେ ଶବ୍ଦର ସ୍ଥାନ ଓ ସମ୍ବନ୍ଧ ସୂଚାଇଥାଏ । କାରକ ଶବ୍ଦର ମୂଳ ଧାତୁ ‘କୃ’ । ଏହାର ଅର୍ଥ କରିବା । କାରକର ଆକ୍ଷରିକ ଅର୍ଥ, ଯେ କରେ । ଯେମିତିକି କ୍ଷତିକାରକ, ହିତକାରକ,…

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍

ଗ୍ବାହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଫେସବୁକ୍ ଆକାଉଣ୍ଟକୁ ହ୍ୟାକ୍ କରିବାକୁ ଉଦ୍ୟମ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଆକାଉଣ୍ଟ 'ଏକ୍ସ' ରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସମ୍ଭବତଃ ପାକିସ୍ତାନୀ ହ୍ୟାକରମାନେ ତାଙ୍କ ଫେସବୁକ୍ ଆକାଉଣ୍ଟକୁ…