Latest Odisha News

BREAKING NEWS

ମଶାଣିରୁ ଗାଏବ ହୋଇଯାଉଛି ଶବ, ଲୋକେ ହତବାକ

ଭଦ୍ରକ: ଭଣ୍ଡାରୀପୋଖରୀ ମଣିନାଥପୁର ଗାଁର ମଶାଣିରେ ସମାଧି ଦିଆଯାଇଥିବା ଶବଗୁଡିକ ନିଖୋଜ ହୋଇଯାଉଛନ୍ତି। ବର୍ଷେ ପରେ ପୁଣିଥରେ ସମାନ ଘଟଣାର ପୁନରାବୃତି ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅଜବ ଏବଂ ଉଦବେଗଜନକ ସ୍ଥିତି ଉପୁଜିଛି। ମୃତଦେହ ଗୋଟିଏ ପରେ ଗୋଟିଏ ନିଖୋଜ ହୋଇଯିବା ପରେ…

ନ୍ୟୁୟର୍କ ସିଟିରେ ପବ୍ଲିକ୍ ସ୍କୁଲ ହଲିଡେ ତାଲିକାରେ ସାମିଲ ହେଲା ଦୀପାବଳି

ଓଡି଼ଶା ସମ୍ବାଦ ବ୍ୟୁରୋ: ଆଲୋକର ପର୍ବ ଦୀପାବଳି। ଏହି ପର୍ବ ସାରା ଦେଶରେ ପାଳନ କରାଯାଉଥିଲେ ହେଁ ବିଦେଶରେ ମଧ୍ୟ ଦୀପାବଳିକୁ ଭାରତୀୟମାନେ ଧୁମଧାମର ସହ ପାଳନ କରନ୍ତି। ବର୍ତ୍ତମାନ ନ୍ୟୁୟର୍କ ସିଟିରେ ଦୀପାବଳିକୁ ପବ୍ଲିକ ସ୍କୁଲ ହଲିଡେ ତାଲିକାରେ ସାମିଲ କରାଯାଇଛି। ଯାହାକୁ ନେଇ ଖୁସି…

ଦେଶରେ ଗଡ଼ିଲା ଆଉ ୫ ବନ୍ଦେ ଭାରତ ଏକ୍ସପ୍ରେସ; ସବୁଜ ପତାକା ଦେଖାଇ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦେଶରେ ଗଡିଛି ୫ ନୂଆ ବନ୍ଦେ ଭାରତ ଟ୍ରେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଅଛନ୍ତି ଏବଂ ସେଠାରେ ସେ ସବୁଜ ପତାକା ଦେଖାଇ ଏହି ବନ୍ଦେ ଭାରତ ଟ୍ରେନର…

ଭିଜିଲାନ୍ସ ଗିରଫ କରିବା ପରେ ଅତିରିକ୍ତ ଉପ ଜିଲ୍ଲାପାଳଙ୍କୁ ବାଧ୍ୟତାମୂଳକ ଅବସର ଦିଆଗଲା

ଭୁବନେଶ୍ୱର: ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ପୂର୍ବତନ ନବରଙ୍ଗପୁର ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଜୁନ୍ ୨୩ରେ ଭିଜିଲାନ୍ସ ଏହି ମାମଲାରେ ତଦନ୍ତ ଜାରି ରଖିଛି। ଏହି ସମୟରେ ଭୁବନେଶ୍ୱର…

ଦିଗପହଣ୍ଡି ବସ୍ ଦୁର୍ଘଟଣା: ଗିରଫ ହେଲେ ବସ୍ ଡ୍ରାଇଭର ମାନସ ପ୍ରଧାନ

ବ୍ରହ୍ମପୁର : ଗିରଫ ହେଲେ OSRTC ବସ୍ ଡ଼୍ରାଇଭର ମାନସ ପ୍ରଧାନ । ଦିଗପହଣ୍ଡି ଖେମୁଣ୍ଡି ମହାବିଦ୍ୟାଳୟ ନିକଟରେ ଘଟିଥିବା ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିବା ପରେ ଫେରାର ହୋଇ ଯାଇଥିଲେ  ଡ଼୍ରାଇଭର ମାନସ ପ୍ରଧାନ । ତାଙ୍କୁ ଆଜି ଗିରଫ କରିଛି ଦିଗପହଣ୍ଡି ଥାନା ପୋଲିସ । ପୋଲିସ ଗିରଫ କରିବା ପରେ…

ଗାଡି ଚାଳକକୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାର ଶିକାର ଯାତ୍ରୀବାହୀ ବସ, ୧୫ରୁ ଅଧିକ ଆହତ

ବରିପଦା: ମଙ୍ଗଳବାର ଆଉ ଏକ ଦୁର୍ଘଟଣା ଘଟିଛି। ମୟୂରଭଞ୍ଜ ଜିଲ୍ଲାର ରଙ୍ଗାମାଟିଆ ଛକରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବା ପରେ ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଘରୋଇ ବସଟି ବାଲେଶ୍ବର ଜିଲ୍ଲାର ଚନ୍ଦନଶ୍ୱରରୁ ବରିପଦା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ସୂତ୍ରରୁ ପ୍ରକାଶ…

ସଫ୍ଟୱେର୍ ଡେଭଲପରରୁ ରାପିଡୋ ଡ୍ରାଇଭର, ଭାଇରାଲ ହେଉଛି ଯୁବକଙ୍କ ଚାକିରି ଖୋଜିବାର ନୂଆ ଉପାୟ

ବେଙ୍ଗାଲୁରୁ: ଆଇଟି, ଦେଶର ଅନ୍ୟତମ ବୃହତ୍‌ କର୍ମଯୋଗାଣ କ୍ଷେତ୍ର। କିନ୍ତୁ କିଛି ମାସ ହେବ ଆଇଟି କମ୍ପାନୀଗୁଡ଼ିକ ନିଜର କର୍ମଚାରୀଙ୍କୁ ଲେ-ଅଫ୍ କରିବା ଆରମ୍ଭ କରିଛନ୍ତି। ଯେଉଁଥିପାଇଁ ବିଶ୍ୱର ବହୁ ଇଞ୍ଜିନିୟରମାନେ ଏବେ ଚାକିରି ହରାଇଛନ୍ତି। କିଛି ଇଞ୍ଜିନିୟରମାନେ ଅନ୍ୟାନ୍ୟ କମ୍ପାନୀରେ…

ଦିଗପହଣ୍ଡି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଆଉଜଣେ ସରକାରୀ ବାବୁ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କୁ ଏଥର ସ୍କାନରରେ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦିଗପହଣ୍ଡିରେ ତାଙ୍କର ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନ ଏବଂ ବ୍ରହ୍ମପୁର ଘରେ…

ମୁହଁରେ ଲାଗିଛି ଅକ୍ସିଜେନ, ମୁଁ ଆସିଛି କାଳିଆ ତ ଦର୍ଶନ ପାଇଁ…

ପୁରୀ: କାଳିଆର ମହିମା ଅନେକ। ତା ଲୀଳାକୁ ଆକଳନ କରିବା ଅସମ୍ଭବ..। ଯେଉଁଠି ମଣିଷ ବାଟବଣା ହୁଏ, ଏକୁଟିଆ ହୋଇଯାଏ ସେଇଠୁ ଏକା ଭରସା କାଳିଆ ସାଆନ୍ତ। ରଥଯାତ୍ରା ଚାଲିଛି। ଲକ୍ଷ ଲକ୍ଷ ଲୋକ କାହିଁ କେତେ ଦୂରରୁ ଆସି ଦାରୁଦିଅଁଙ୍କ ଦର୍ଶନ କରୁଛନ୍ତି। ଏହାରି ଭିତରେ ଏଭଳି ଏକ ଦୃଶ୍ୟ ଦେଖିବାକୁ…

ଦୁଇଟି ଗୋରୁ ବୋଝେଇ ପିକଅପ୍ ଗାଡି ସହ କାର ଜବତ, ୫ ଗୋରୁ ମାଫିଆ ଅଟକ

ଢେଙ୍କାନାଳ: ଦିନକୁ ଦିନ ବଢିଚାଲିଛି ବେଆଇନ ଭାବରେ ଗୋଚାଲାଣ। ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କାମାକ୍ଷାନଗର-ଢେଙ୍କାନାଳ ମୁଖ୍ୟ ରାସ୍ତାର ଗୋଦରବିଲି ଗାଁ ନିକଟରୁ ୨ଟି ଗୋରୁ ବୋଝେଇ ପିକଅପ୍ ଓ ଗୋଟିଏ କାର ଜବତ କରିଛି ତୁମୁସିଙ୍ଗା ପୋଲିସ। ଏଥିସହିତ ୫ ଜଣ ଗୋରୁ ମାଫିଆକୁ ଅଟକ ରଖିଛି।…