ଆଜି ସରିବ ଲେଜର ସ୍କାନିଂ: ଦ୍ବିତୀୟ ଦିନରେ ବାହାର ପାର୍ଶ୍ବ କାନ୍ଥର କରାଯାଉଛି ଅନୁଧ୍ୟାନ
ପୁରୀ : ଆଜି ଶେଷ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ । ଆଜି ଦ୍ବିତୀୟ ଦିନରେ ଅମୁହାଁ ମନ୍ଦିର ବାହାର ପାର୍ଶ୍ଵ କାନ୍ଥର ଉତ୍ତର ଭାଗରେ ଲେଜର ସ୍କାନିଂ କରାଯାଉଛି । ଆଜି ବାହାର ରତ୍ନ ଭଣ୍ଡାରର ଲେଜର ସ୍କାନିଂ ସମ୍ପର୍ଣ୍ଣ ହେବ । ବିଭିନ୍ନ ଦିଗକୁ ନଜର ରେ ରଖି ରିପୋର୍ଟ କରାଯିବ ।…