ସ୍ୱଳ୍ପ ଗଳ୍ପ : କବି ଓ କାଗଜ ଡଙ୍ଗା
ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୪
ଜଣେ କବି ଥିଲେ ।
ଏଇ କବିଙ୍କର ଆସକ୍ତିମାନଙ୍କ ଭିତରୁ ଗୋଟିଏ ପ୍ରମୁଖ ଆସକ୍ତି ଥିଲା କାଗଜଡଙ୍ଗା।
ଯଦି ପାଖରେ ତାଙ୍କର କିଛି ବଳକା ସମୟ ରହିଥାଏ ତେବେ ଯେଉଁଠି ଗୋଟିଏ ବହମାନ ଜଳର…