ସେଂଚୁରିଆନରେ କୀର୍ତିମାନ ସ୍ଥାପନ କଲେ ରାହୁଲ
ସେଂଚୁରିଆନ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ କେଏଲ ରାହୁଲ ସ୍ମରଣୀୟ ଶତକ ହାସଲ କରିଛନ୍ତି । ତାଙ୍କର ୧୩୭ ବଲରୁ ୧୦୧ ରନର ଇନିଂସକୁ ଭୂୟସୀ ପ୍ରଶଂସା କରାଯାଉଛି । ସେ ତାଙ୍କ ଇନିଂସରେ ୧୪ ଚୌକା ଓ ୪ ଛକା ମାରିଥିଲେ । ରାହୁଲ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଦକ୍ଷିଣ ଆଫ୍ରିକା…