ପୁଣି ଚମକିଲେ ଶ୍ରୀକ୍ଷେତ୍ର ବୋହୂ, ରୋପ୍ୟ ଜିତିଲେ ମିସ୍ ଇଣ୍ଡିଆ ଗ୍ଲାମର ମଧୁସ୍ମିତା
ପୁରୀ: ପୁଣି ଜାତୀୟ ସ୍ତରରେ ଚମକିଲେ ଶ୍ରୀକ୍ଷେତ୍ର ବୋହୂ । ଜିଲ୍ଲା ପାଇଁ ପଦକ ଜିତିଲେ ମିସ୍ ଇଣ୍ଡିଆ ଗ୍ଲାମର ମଧୁସ୍ମିତା । ୱାର୍ଲଡ ଫିଟନେସ୍ ଫେଡେରେଶନ ଓ କଳିଙ୍ଗ ବଡି ବିଲିଂ ଆଣ୍ଡ ଫିଟ୍ନେସ୍ ଆସୋସିଏଶନ ସହଭାଗିତାରେ ରାଜସ୍ଥାନରେ ମିଷ୍ଟର ଓ ମିସ୍ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା…