କଟକ ବାଲିଯାତ୍ରାରେ ଦୁର୍ନୀତି ଅଭିଯୋଗ, ସିଏମସି ବୈଠକରେ ହଙ୍ଗାମା କଲେ ବିରୋଧୀ
କଟକ: ବାଲିଯାତ୍ରା ଆୟୋଜନରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି କଟକ ମହାନଗର ନିଗମ (ସିଏମସି) ବୈଠକରେ ହଙ୍ଗାମା ହୋଇଛି। ଠିକା ଦେବାରେ ସିଏମସି ନିର୍ଦ୍ଦିଷ୍ଟ ଏଜେନ୍ସିକୁ ଫାଇଦା ଦେଉଥିବାରୁ କୋଟି କୋଟି ଟଙ୍କା ହଡ଼ପ ହୋଇଥିବା ବିରୋଧୀ କର୍ପୋରେଟରମାନେ ଅଭିଯୋଗ କରିଛନ୍ତି। ଅସ୍ଥାୟୀ…