Latest Odisha News

BREAKING NEWS

ବସ୍ତ୍ରହରଣ କରିବା ଭଳି ପ୍ରଶ୍ନ କରାଯାଇଥିବା ଅଭିଯୋଗ ଆଣିଲେ ମହୁଆ, ଜବାବ ରଖିଲେ ଅପରାଜିତା

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରା ଏବଂ ବିଏସପି ସାଂସଦ ଦାନିଶ ଅଲ୍ଲୀ ସଦାଚାର କମିଟିରୁ ରାଗ ତମତମ ହୋଇ ପଳାଇ ଆସିଥିଲେ। କଥିତ ପ୍ରଶ୍ନ ପାଇଁ ଲାଂଚ ନେବା ମାମଲାରେ ସଦାଚାର କମିଟିର ସମନ ପରେ ହାଜର ହୋଇଥିଲେ ମହୁଆ। କିନ୍ତୁ ତାଙ୍କୁ ଯେଉଁ ପ୍ରଶ୍ନ କରାଯାଇଥିଲା ତାହା ଏକ…

ଭାଷା ଭାଗବତ : ଅଂଡାଳ ନିଜ ମନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ବିଦ୍ୟମାନ ଓ ଅଂତର୍ଧାନ ପରମେଶ୍ବରଂକର ଗୁଣ ନ କରି ଅନ୍ୟତ୍ର ସଂଧାନ ଆଗ ଅଂଡାଳ ନିଜ ମନ ସବୁଠି ଉପସ୍ଥିତ ରହି କାହାକୁ କିଛି ବି ନ କହି କରାଂତି ନିଜ ସବୁ କାର୍ଯ ସିଏ ତ ସର୍ବଦା ସ୍ବୀକାର୍ଯ ସେ ଯେଣୁ ଅନଂତ ପ୍ରେରଣା ହୁଅଂତି…

ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର ଓ ଟଙ୍କା ଲୁଟିବା ଅଭିଯୋଗ: ଓଲିଉଡ୍ କଣ୍ଠଶିଳ୍ପୀ ଦେବେଶ ପତିଙ୍କୁ…

ଭୁବନେଶ୍ବର : ଓଲିଉଡ୍ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ  । ବିବାହର  ପ୍ରତିଶ୍ରୁତି ଦେଇ ଜଣେ  ଯୁବତୀଙ୍କୁ ବଳାତ୍କାର ଓ ଟଙ୍କା ଲୁଟିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ତାଙ୍କୁ ଗିରଫ କରିଛି ।  ଭଦ୍ରକର ଜଣେ ଯୁବତୀ ତାଙ୍କ ନାଁରେ ଅଭିଯୋଗ ଆଣିଥିଲେ । ଦେବେଶଙ୍କ ଘର ଯାଜପୁରରେ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ନୀଳାଦ୍ରି ମହୋଦୟ ଗ୍ରନ୍ଥ (ଅଷ୍ଟମ ଅଧ୍ୟାୟ)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପୂଜା ବିଧି ଓ ରୀତିନୀତି ବର୍ଣ୍ଣିତ ଗ୍ରନ୍ଥମାନଙ୍କ ମଧ୍ୟରେ ଅନ୍ୟତମ ଗ୍ରନ୍ଥ ନୀଳାଦ୍ରି ମହୋଦୟ ଗ୍ରନ୍ଥର ବିଭିନ୍ନ ଅଧ୍ୟାୟରେ ବର୍ଣ୍ଣିତ ଶ୍ଳୋକ ମାଧ୍ୟମରେ ଆମେ…

୨୦୨୨ ବ୍ୟାଚର ୮ ଜଣ ଆଇଏଏସ୍ ଅଧିକାରୀଙ୍କୁ ମିଳିଲା ଓଡ଼ିଶା କ୍ୟାଡର

ଭୁବନେଶ୍ୱର: କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରାଳୟ ପକ୍ଷରୁ ୨୦୨୨ ବ୍ୟାଚର ୮ ଜଣ ଆଇଏଏସ୍ ଅଧିକାରୀଙ୍କୁ ଓଡ଼ିଶା କ୍ୟାଡର ଆବଣ୍ଟନ କରାଯାଇଛି। ମନ୍ତ୍ରଣାଳୟ ଅଧୀନରେ ଥିବା କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ଗୁରୁବାର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, କେନ୍ଦ୍ର ଲୋକସେବା…

ପରଲୋକରେ ବରିଷ୍ଠ ସାମ୍ବାଦିକ ଶରତ ମିଶ୍ର

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ଶରତ ମିଶ୍ରଙ୍କ ପରଲୋକ । ୮୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଭୁବନେଶ୍ବର ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ, (ଏମ୍‌ସ)ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଥିବା ଜଣାପଡିଛି । ଖବର ଅନୁଯାୟୀ, ଶ୍ରୀ ମିଶ୍ର ଦୈନିକ ‘ସମାଜ’ର…

ରାଜ୍ୟରେ ୨୧ କୋଟି ଟଙ୍କାର ଏକ ଖଣି କମ୍ପାନୀର ସମ୍ପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଭୁବନେଶ୍ୱର: ବେଆଇନ ଅର୍ଥ କାରବାର ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ଖଣି କମ୍ପାନୀର ୨୧ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ କରିଛି। ଅନମୋଲ୍ ମାଇନ୍ସ ପ୍ରାଇଭେଟ୍ ଲିମିଟେଡର ୧୮ଟି ସମ୍ପତ୍ତିକୁ ଜବତ କରିଛି ଇଡି। ଏଥିରେ ବଡ଼ବିଲରେ ୭ଟି ପ୍ଲଟ୍, ଖୋର୍ଦ୍ଧାରେ ୬ଟି ପ୍ଲଟ୍,…

ନିର୍ବାଚନୀ ଚାନ୍ଦା: ନିର୍ବାଚନ କମିଶନଙ୍କଠୁ ଦାନର ସବିଶେଷ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ସ୍କିମ ବା ନିର୍ବାଚନୀ ଚାନ୍ଦାର ବୈଧତାକୁ ଚାଲେଞ୍ଜ କରି ଦାଖଲ ହୋଇଥିବା ପିଟିସନ ଉପରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ୨୦୧୭-୧୮ରୁ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ରାଜନୈତିକ ଦଳଗୁଡ଼ିକୁ ମିଳିଥିବା ଦାନ ସଂକ୍ରାନ୍ତ ସମସ୍ତ ତଥ୍ୟ ପ୍ରଦାନ କରିବାକୁ…

କ୍ୟାନ୍ସରକୁ ହରାଇଲେ ପୂର୍ବତନ କ୍ରିକେଟର ନଭୋଜତ ସିଂ ସିଦ୍ଧୁଙ୍କ ପତ୍ନୀ

ଚଣ୍ଡୀଗଡ: ଶେଷରେ କ୍ୟାନ୍ସରକୁ ହରାଇବାରେ ସଫଳ ହୋଇଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନଭୋଜତ ସିଂ ସିଦ୍ଧୁଙ୍କ ପତ୍ନୀ ନଭୋଜତ କୌର । ସେ ସୋସିଆଲ ମିଡିଆରେ ଏକ ଭାବପୂର୍ଣ୍ଣ ବାର୍ତା ସହ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ମୁଁ ଏବେ କ୍ୟାନ୍ସରରୁ ମୁକ୍ତ । ପିଇଟି…

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସିଏସ୍ ସିଂହଙ୍କ ନାମ ସୁପାରିସ କଲା କଲେଜିୟମ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂହଙ୍କ ନାମ ସୁପାରିସ କରାଯାଇଛି। ଜଷ୍ଟିସ ସିଂହ ଏବେ ପାଟନା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ସର୍ବୋଚ୍ଚ ଅଦାଲତର ଓ୍ବେବସାଇଟର ପ୍ରକାଶିତ ତଥ୍ୟରୁ ଏହି ସୂଚନା ମିଳିଛି। ଯେଉଁଥିରେ…