ରଥଯାତ୍ରା ଶେଷ ସମନ୍ୱୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ନୀତି ଠିକ ସମୟରେ ହେବ, ଭକ୍ତ ଭଲ ଅନୁଭୂତି ନେଇ…
ପୁରୀ: ରଥଯାତ୍ରାକୁ ନେଇ ଶେଷ ସମନ୍ୱୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମନ୍ୱୟ ବୈଠକରେ ଯୋଗ ଦେବା ସହ ବୈଠକରେ ଅଧ୍ୟକ୍ଷତା କରିଥିଲେ । ରଥଯାତ୍ରାକୁ ସୁରୁଖୁରରେ ସମାପନ କରିବା ପାଇଁ ବୖଠକରେ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।…