Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୪୩)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସାମାନ୍ୟ ସୂଚନା ପାଇ ରାତ୍ରଜଗୁଆଳୀ ଦାୟିତ୍ୱରେ ଥିବା ଜଗ୍ କବାଟ ଖୋଲି ଧସେଇ ପଶିଆସିଲା । ସତେ ଯେମିତି ମିଃ. ଆଲାଷ୍ଟର୍‌ଙ୍କ ଅନୁପସ୍ଥିତଜନିତ ଶୂନ୍ୟସ୍ଥାନ ପୂରଣ କରିବ । ସେ ଜାଣିନଥିଲା ଯେ ଏଠି ଏତେ ଗୁଡ଼ାଏ…

କବିତା : କ୍ଳାନ୍ତ-ବସନ୍ତର ଦୀର୍ଘଶ୍ୱାସ

ସାଧନା ପଣ୍ଡା  କିଛି ଛାଇ , କିଛି ଖରାର ଜୀବନ ମୁନ୍ଦାଏ ଶୀତଳତା କିଛି ଛାଇରେ ବିଶ୍ରାମ ଅଟକି ଯାଏ ପ୍ରାଣ କିଛି କ୍ଷଣ….. ! ଥକି ପଡେ ପାଦ , ଝାଉଁଳି ଯାଏ ହୃଦ , ଶିଝିଯାଏ ପିଠି , ଶୁଖିଯାଏ ତଣ୍ଟି , ଲଟକେ ଜୀବନ ; ଖୋଜିଲା ଖୋଜିଲା ଭାବନେଇ ଥକି ପଡେ ପଲକ ତଳର ଆଖି … !…

ବିଦ୍ୟୁତ ବିଭ୍ରାଟ ଅସନ୍ତୁଷ୍ଟ ମୁଖ୍ୟ ଶାସନ; ଡାକିଲେ ସମୀକ୍ଷା ବୈଠକ

ଭୁବନେଶ୍ୱର: ରାଜ୍ୟରେ ବାରମ୍ବାର ବିଜୁଳି କାଟ୍ ହେଉଥିଲେ ବି ମନ୍ତ୍ରୀ ସିଧା ସିଧା ମନା କରିଦେଉଥିଲେ। ହେଲେ ବିଜେପି ଓ କଂଗ୍ରେସ ଛକିବା ପରେ ସତର୍କ ହୋଇଛନ୍ତି ରାଜ୍ୟ ସରକାର। ବାରମ୍ବାର ବିଜୁଳି କାଟ୍ ସାଙ୍ଗକୁ ଲୋ ଭୋଲ୍‌ଟେଜ୍‌ ନେଇ ସୋମବାର ସମୀକ୍ଷା ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ…

ଭାଷା ଭାଗବତ : ଆଶା ପ୍ରିୟ ସଖା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପାଠକେ କରିଲେ ପସଂଦ ମନରେ ରହେନାହିଁ ଦ୍ବଂଦ୍ବ ଉତ୍କୃଷ୍ଟ ହେଉ ଅବା ମଂଦ ଲେଖକ ସ୍ବଭାବେ ସ୍ବଚ୍ଛଂଦ ଅଶେଷ ଧୈର୍ଯବଂତ ହୋଇ ଯେ ସତେ ପ୍ରତୀକ୍ଷା କରଇ ମିଳୁ, ନ ମିଳୁ କିଛି ଫଳ ଆଶା ହିଁ ତାହାର ସଂବଳ ଲେଖୁଛିଁ, ପାରୁଛିଁ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେଵା ଓ ସେବକ ଆଲୋଚନାର ଶେଷ ପ୍ରଯ୍ୟାୟରେ ଆମେ କିଛି ଏପରି ବିଷୟରେ ଆଲୋଚନା ଜାରି ରଖିଛେ, ଯାହା ସାଧାରଣ ଭାବରେ ମନରେ କିଛି ପ୍ରଶ୍ନ ସୃଷ୍ଟି କାରିଥାଏ। ଯଥା ଆମେ…

ସର୍ବପ୍ରଥମ ଜାତୀୟ ପ୍ରଶିକ୍ଷଣ ସମ୍ମିଳନୀକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମୈଦାନ ସ୍ଥିତ ଅନ୍ତର୍ଜାତୀୟ ପ୍ରଦର୍ଶନୀ ଓ ସମ୍ମିଳନୀ କେନ୍ଦ୍ର ଠାରେ ସର୍ବପ୍ରଥମ ଜାତୀୟ ପ୍ରଶିକ୍ଷଣ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ନିଜର ଦୀର୍ଘ ତଥା ସମୃଦ୍ଧ ରାଜନୈତିକ ଓ ପ୍ରଶାସନିକ ଅନୁଭୂତିରୁ…

ରାମ୍ପରେ ଚାଲିବା ବେଳେ ଲୁହା ଖମ୍ବ ଖସିପଡିବାରୁ ୨୪ ବର୍ଷୀୟ ମଡେଲଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀର ନୋଏଡ଼ାରେ ଫ୍ୟାସନ ଶୋ' କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଜଣେ ୨୪ ବର୍ଷୀୟା ମଡେଲଙ୍କ ଉପରେ ଏକ ଲୁହା ଖମ୍ବ ବି ପିଲର ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାଁ ବଂଶିକା ଚୋପ୍ରା। ନୋଏଡା ସେକ୍ଟର ୧୬ଏ ସ୍ଥିତ ଫିଲ୍ମ ସିଟିର ଲକ୍ଷ୍ମୀ ଷ୍ଟଡିଓରେ ଏହି…

ବାହାନଗା ଟ୍ରେନ ଦୁର୍ଘଟଣା: ସିଗନାଲରେ ଟାମ୍ପରିଂ ହୋଇଥିବା ରିପୋର୍ଟରେ ଦାବି

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାର କାରଣ କ'ଣ ? ସିବିଆଇ ଏହାର ତଦନ୍ତ ଜାରି ରଖିଥିବା ବେଳେ ଏବେ ସ୍ୱୟଂଚାଳିତ ସିଗନାଲ୍ ସିଷ୍ଟମର ସନ୍ଦିଗ୍ଧ ମାନୁଆଲ୍ ବାଇପାସ୍ ଉପରେ କେନ୍ଦ୍ରୀତ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦୁର୍ଘଟଣା ପୂର୍ବରୁ କୌଣସି କାରଣରୁ ସ୍ୱୟଂଚାଳିତ ସିଗନାଲିଂ…

ବରଗଡ଼ରେ ୨ଜି ଜୈବ ଇଥାନଲ ପ୍ଲାଣ୍ଟର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ବରଗଡ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷର ସୁଶାସନ ଓ ସେବାର ପୂର୍ତ୍ତି ଅବସରରେ ‘ବିକାଶ ତୀର୍ଥ ଯାତ୍ରା’ ଅନ୍ତର୍ଗତ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ବରଗଡ ସ୍ଥିତ ବିପିସିଏଲର ନିର୍ମାଣଧୀନ ୧ଜି ଜୈବ ଇଥାନଲ ପ୍ଲାଣ୍ଟ ଓ ୨ଜି…

ପାଗ ଖରାପ ହେବାରୁ ଅହମଦାବାଦ ପରିବର୍ତ୍ତେ ପାକିସ୍ତାନ ସୀମାରେ ପ୍ରବେଶ କଲା ଇଣ୍ଡିଗୋ ବିମାନ

ଇସଲାମାବାଦ: ଅମୃତସରରୁ ଅହମ୍ମଦାବାଦ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନକୁ ପ୍ରତିକୂଳ ପାଗ ଯୋଗୁଁ ଶନିବାର ପାକିସ୍ତାନ ବାୟୁସୀମାରେ ପ୍ରବେଶ କରିବାକୁ ପଡ଼ିଥିଲା। ଫ୍ଲାଇଟ୍ ୬ଇ-୬୪୫ ଅଟାରି ସୀମା ଉପରେ ବିପଥଗାମୀ ହୋଇଥିଲା। ଯାହା ଗୁଜରାନବାଲା ଯାଏ ଉଡ଼ାଣ ଭରିଥିଲା। ତେବେ ଦୁଇ ଦେଶର…