ଉତ୍ତରକାଶୀ ଟନେଲ ଭୁଶୁଡିବା ଘଟଣା: କଠିନ ପଦାର୍ଥ ଯୋଗୁ ବନ୍ଦ ରହିିଛି ଡ୍ରିଲିଂ କାର୍ଯ୍ୟ
ନୂଆଦିଲ୍ଲୀ: ଉତ୍ତରକାଶୀର ବ୍ରହ୍ମଖାଲ-ଜମୁନୋତ୍ରି ଜାତୀୟ ରାଜପଥ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ଏହି ଶ୍ରମିକମାନେ ଆଜିକୁ ୬ ଦିନ ଧରି ଫସି ରହିଛନ୍ତି । ଆମେରିକାନ ଡ୍ରିଲିଂ ମେସିନ ଲାଗି ଖନନ କାର୍ଯ୍ୟ ଚାଲିଛି । ଥାଇଲାଣ୍ଡ ଓ ନରୱେର…