ଅଳିଆ ଗଦାରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଚିକିତ୍ସା ପରେ ସୁସ୍ଥ ଅଛି ଶିଶୁ
ସୁବର୍ଣ୍ଣପୁର: ପୁଣି ଅଲଡ଼ା ହେଲା ଶିଶୁ। ଅଳିଆ ଗଦାରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର। ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟିଖାଇ ଗାଁ ନିକଟ ଏକ ଅଳିଆ ଗଦାରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ମାଟିଖାଇ ଗାଁ ମୁଣ୍ଡକୁ ଗୁପ୍ତେଶ୍ୱର ଝଙ୍କାର ଫୁଲ ତୋଳିବାକୁ ଯାଇଥିଲେ। ଫୁଲ…