Latest Odisha News

BREAKING NEWS

ନବୀନ ନିବାସଠୁ ଅଳ୍ପ ଦୂରରେ ସଂଘବଦ୍ଧ ଆକ୍ରମଣ, ପୋଲିସ ପାଟ୍ରୋଲିଂ ଉପରେ ଉଠିଲା ପ୍ରଶ୍ନବାଚୀ

ଭୁବନେଶ୍ୱର: ରବିବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ଭୁବନେଶ୍ୱର ଏୟାରପୋର୍ଟ ଛକ ନିକଟରେ ୨୦ରୁ ୩୦ ଜଣ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଦୁଇ ଜଣ ଯୁବକଙ୍କୁ ଆକ୍ରମଣ କରିଛନ୍ତି। ରାକା ଓ ଶିବା ନାମକ ଯୁବକ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି। ଉଭୟ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବୋଲି…

ପୁଣି ବିବାଦରେ କଲ୍ୟାଣ ବାନାର୍ଜୀ: ସାଧାରଣ ସଭାରେ କଲେ ଧନଖଡ ଓ ମୋଦିଙ୍କ ମିମିକ୍ରି

ନୂଆଦିଲ୍ଲୀ:ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ପୁଣି ଥରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ମିମିକ୍ରି କରିଛନ୍ତି । କଲ୍ୟାଣ ଚକ୍ରବର୍ତ୍ତୀ ସଂସଦୀୟ କ୍ଷେତ୍ର ଶ୍ରୀରାମ ପୁରରେ ଏକ ସଭାରେ ଧନଖଡଙ୍କର ପୁଣି ମିମିକ୍ରି କରିଛନ୍ତି । ଖାଲି ଧନଖଡଙ୍କର ନୁହେଁ, ପ୍ରଧାନମନ୍ତ୍ରୀ ମୋଦିଙ୍କର ମଧ୍ୟ…

ଖ୍ରୀଷ୍ଟମାସରେ ନିଜକୁ ଚମତ୍କାର ଉପହାର ଦେଲେ ଦୁନିଆର ସବୁଠୁ ବଡ଼ ଓଠବାଲି ମହିଳା

ବୁଲଗେରିଆ: ଆଜିକାଲି ଲୋକମାନେ ସୁନ୍ଦର ଦେଖାଯିବା ପାଇଁ ଯେକୌଣସି ସ୍ତରକୁ ବି ଯିବାକୁ ପ୍ରସ୍ତୁତ। କିଛି ଲୋକ ଅଛନ୍ତି ଯେଉଁମାନେ ନିଜକୁ ଅନ୍ୟମାନଙ୍କଠାରୁ ଭିନ୍ନ କରିବା ପାଇଁ ନୂତନ ପରୀକ୍ଷଣ ବି କରନ୍ତି। ବୁଲଗେରିଆର ବାସିନ୍ଦା ଆଣ୍ଡ୍ରେଆ ଇଭାନୋଭା ଦୁନିଆର ସବୁଠୁ ବଡ ଓଠ ଥିବା ମହିଳା…

ଆଗକୁ ରାସ୍ତା କଡରେ ଓୟାରଲେସ ବେଞ୍ଚରେ କରିହେବ ମୋବାଇଲ ଚାର୍ଜ

ବେଜିଂ: ସୂଚନା ପ୍ରଯୁକ୍ତି ବିଦ୍ୟାର ସଠିକ ପ୍ରୟୋଗ ଉଦ୍ୟମ। ଲୋକଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଦେଶ ବିଦେଶରେ ନୂଆ ନୂଆ ପ୍ରକାର ଉଦ୍ୟମ ପ୍ରୟୋଗ କରାଯାଉଥିବା ଦେଖିବାକୁ ମିଳୁଛି। ସେ ଦୃଷ୍ଟିରୁ ବିଭିନ୍ନ ଦେଶ ଗୁଡ଼ିକ ମଧ୍ୟରୁ ଚୀନ ଅନ୍ୟତମ। ପ୍ରୟୋଗାତ୍ମକ ଦୃଷ୍ଟି କୋଣରୁ ଓ ଟେକ୍ନୋଲୋଜି…

ଏମିତି ଦେଶ, ଯେଉଁଠି ଜେଲରେ ପହରା ଦିଅନ୍ତି ବତକ

ବ୍ରାଜିଲ: ଦେଶରେ ଥିବା ପ୍ରତ୍ୟେକ ଜେଲରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥାଏ । ଜେଲରେ ଥିବା କଏଦୀମାନେ କିପରି ସୁରକ୍ଷିତ ରହିବେ, ସେଥିପାଇଁ ସେମାନଙ୍କୁ ନଜର ରଖିବା ପାଇଁ ସିକ୍ୟୁରିଟି କ୍ୟାମେରା, ଗାର୍ଡ ସହ ଟ୍ରେନି କୁକୁର ମଧ୍ୟ ପହରା ଦେଇଥାନ୍ତି । କିନ୍ତୁ ଏମିତି ଏକ ଦେଶ ଅଛି,…

ଅଳିଆ ସଫା କରି କୋଟିପତି ହୋଇଗଲେ ମହିଳା

ସାଧାରଣତଃ କୋଟିପତି ହେବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ଭଲ ଚାକିରି ବା ବ୍ୟବସାୟ କରିବାକୁ ପଡ଼ିଥାଏ । ଏଥିସହ ବହୁତ ପରିଶ୍ରମ ବି କରିବାକୁ ପଡ଼େ । ତଥାପି, କିଛି ଲୋକ ଅଛନ୍ତି, ଯେଉଁମାନେ ଭଲ ଚାକିରି କି ଭଲ ବ୍ୟବସାୟ ନ କରି ବି କୋଟିପତି ହୋଇଥାନ୍ତି । ସେମାନେ ସେମାନଙ୍କର କୌଶଳ ଆଧାରରେ ଧନୀ…

ଦାନ୍ତେୱାଡାରେ ସୁରକ୍ଷାବାହିନୀ ସହ ଏନକାଉଣ୍ଟର, ୩ ମାଓବାଦୀଙ୍କ ଗଡ଼ିଲା ମୁଣ୍ଡ

ରାୟପୁର: ଛତିଶଗଡର ଦାନ୍ତେଓ୍ଵାଡା ଜିଲ୍ଲାର ଏକ ଜଙ୍ଗଲରେ ମାଓବାଦୀଙ୍କ ସହ ଗୁଳି ବିନିମୟ ବେଳେ ବସ୍ତର ଯୋଦ୍ଧା ଏବଂ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି)ର ଯବାନଙ୍କ ଏକ ମିଳିତ ଟିମ୍ ନିୟୋଜିତ ହୋଇଥିଲେ। ମିଳିତ ଟିମ୍ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚଳାଇଥିବା ବେଳେ ଏକ ଏନକାଉଣ୍ଟର…

ପରୀକ୍ଷାରେ ଶିକ୍ଷକ ଖାତା ନେଇଯିବାରୁ ମାମଲା ଦାୟର କଲେ ଛାତ୍ର

ଦକ୍ଷିଣ କୋରିଆ: ପରୀକ୍ଷା କେନ୍ଦ୍ରରେ ଶିକ୍ଷକ ଖାତା ନେଇଯିବାରୁ ମାମଲା ଦାୟର କଲେ ଛାତ୍ର । କେବଳ ସେତିକି ନୁହେଁ ଲକ୍ଷ ଲକ୍ଷ ଟଙ୍କା କ୍ଷତିପୂରଣ ବି ଦାବି କରିଛନ୍ତି । କେବଳ ବିଦ୍ୟାଳୟ କିମ୍ବା କଲେଜ ସ୍ତରୀୟ ଶିକ୍ଷାର ମୂଲ୍ୟାଙ୍କନ ପାଇଁ ନୁହେଁ ବରଂ ଚାକିରି ପାଇଁ ମଧ୍ୟ କରାଯାଏ । ପରୀକ୍ଷା…

କଲେଜରେ ହିନ୍ଦୁ ଭାବନାକୁ ଅପମାନ ଅଭିଯୋଗ, ଓଡ଼ିଶା ସରକାରକୁ ଭିଏଚପିର କଡ଼ା ସମାଲୋଚନା

ଭଦ୍ରକ: ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ଏକ ସରକାରୀ କଲେଜରେ ପରିବେଷିତ ନାଟକକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ଭଦ୍ରକ ଜିଲ୍ଲା ଅଗରପଡ଼ା ମହାବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ଯୁବ ଓଡ଼ିଶା, ନବୀନ ଓଡ଼ିଶା' କାର୍ଯ୍ୟକ୍ରମ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହି ନାଟକ ଅନୁଷ୍ଠିତ…

‘ରୁମ ହିଟର’ ନେଲା ପୂରା ପରିବାରର ଜୀବନ

ରାଜସ୍ଥାନ: ‘ରୁମ ହିଟର’ ନେଲା ପୂରା ପରିବାରର ଜୀବନ । ରାଜସ୍ଥାନର ଅଲୱରରେ ରୁମ୍ ହିଟର ପାଇଁ ଏକ ପରିବାର ୩ଜଣକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବାପ ଓ ଝିଅ ରୁମ ଭିତରେ ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା ବେଳେ ଡାକ୍ତରଖାନାରେ ମହିଳାଙ୍କ ମୃତ୍ୟୁ ହୋଇଛି । ରାଜସ୍ଥାନର ଶେଖପୁର ପୁଲିସ ଷ୍ଟେସନ…