ପୁରୀ ଶ୍ରୀମନ୍ଦିର ଭଳି ଗୋଆରେ ମଧ୍ୟ ଅଶ୍ଳୀଳ ପୋଷାକ ପିନ୍ଧିଲେ ମନ୍ଦିରକୁ ନୋ ଏଣ୍ଟ୍ରି
ପାଣାଜି: ଗୋଟିଏ ପଟେ ପୁରୀ ଶ୍ରୀମନ୍ଦିରରେ ଦର୍ଶନ ବେଳେ ଶୃଙ୍ଖଳିତ ପୋଷାକ ଉପରେ ଗୁରୁତ୍ବାରୋପ କରି ମନ୍ଦିର ପ୍ରଶାସନ ଜାନୁଆରୀ ଏକରୁ ନିୟମ କଡାକଡି କରିବାକୁ ଯାଉଛି। ଏହି ସମୟରେ ଗୋଆରେ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ମନ୍ଦିରରେ ପ୍ରବେଶ ବେଳେ ଡ୍ରେସ୍ କୋଡ୍ କଡ଼ାକଡ଼ି ଲାଗୁ କରିବାକୁ…