ଉତ୍ତରାଖଣ୍ଡରେ ସୁଡଙ୍ଗ ଭିତରୁ ଆସିଲା ଫସିଥିବା ଓଡ଼ିଆଙ୍କ ବାର୍ତ୍ତା
ଡେରାଡୁନ: ଉତ୍ତରାଖଣ୍ଡର ଏକ ସୁଡ଼ଙ୍ଗରେ ଗୁରୁବାର ଆଶାର କିରଣ ଆସିଛି। ଫସି ରହିଥିବା 40 ଶ୍ରମିକଙ୍କ ମଧ୍ୟରୁ ଜଣେ ଓଡ଼ିଆ ତାଙ୍କ ପରିବାରକୁ ନିଜ ସ୍ୱରର ବାର୍ତ୍ତା ଦେବାରେ ସଫଳ ହୋଇଛନ୍ତି।
ମୟୂରଭଞ୍ଜ ଜିଲ୍ଲାରୁ ଆସିଥିବା ଧୀରେନ ନାୟକ ସୁଡଙ୍ଗ ଭିତରେ ଫସି ରହିଥିଲେ ମଧ୍ୟ ସେ ଓ ତାଙ୍କ…