ଦୁଇ ଭାଇଙ୍କ ଉପରେ ଚଢିଗଲା ଲୁହାବୋଝେଇ ଟ୍ରକ : ଜଣେ ମୃତ, ଜଣେ ଗୁରୁତର
କେନ୍ଦ୍ରାପଡା : କେନ୍ଦ୍ରାପଡା ୫୩ନଂ ଜାତୀୟ ରାଜପଥରେ ଦୁଇ ଭାଇଙ୍କ ଉପରେ ମାଡ଼ିଗଲା ଟ୍ରକ୍ । ଯଦୁପୁର ଗୋଡା ନିକଟରେ ବାଇକରେ ଯାଉଥିବାବେଳେ ଦୁଇ ଭାଇଙ୍କ ଉପରେ ଟ୍ରକ ଚଢିଯାଇଛି । ଫଳରେ ଘଟଣାସ୍ଥଳରେ ସାନ ଭାଇର ମୃତ୍ୟୁ ଘଟିଥିବାବେଳେ ବଡ ଭାଇ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ଆଜି…