ବାହାନଗା ଟ୍ରେନ ଦୁର୍ଘଟଣା: ୨ ଦିନ ପାଇଁ ବାତିଲ ହେଲା ୭୪ ଟ୍ରେନ; ଦେଖିନିଅନ୍ତୁ ପୂରା ତାଲିକା
ଭୁବନେଶ୍ୱର:ବାହାନଗା ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଏହି ରୁଟରେ ଗଡିଛି ଟ୍ରେନ । ପରୀକ୍ଷାମୂଳକଭାବେ ଏହି ରୁଟରେ ଟ୍ରେନ ଚଳାଚଳ କରାଯାଇଥିଲେ ମଧ୍ୟ ଟ୍ରାକ ମରାମତି କାମ ଚାଲିଛି । ସେଥିପାଇଁ ଆଜି ଓ କାଲି ୨ ଦିନ ପାଇଁ ୭୪ ଟ୍ରେନକୁ ବାତିଲ କରାଯାଇଛି । ସେହିପରି କେତେକ ଟ୍ରେନର ଗତିପଥ ମଧ୍ୟ…